ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି ବୋଲି କହିଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ : ନ୍ୟାଶନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣକୁ ସଫଳ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ଭାଇଚାରା ହ୍ରାସ ପାଇଛି ଓ ଏହାକୁ…

ଜାନୁଆରୀ ୨୨ରେ ଦୀପାବଳି ପାଳିବାକୁ ୧୪୦ କୋଟି ଦେଶବାସୀଙ୍କୁ ବିଶେଷ ଅନୁରୋଧ କଲେ ମୋଦି

ଅଯୋଧ୍ୟା : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି ଦିନ ପୂରା ଦେଶବାସୀ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ନିଜ ନିଜ ଘରେ ଭଗବାନ ରାମଙ୍କ ନାଁରେ ଦୀପ ଜାଳିବାକୁ…

ରାଜସ୍ଥାନରେ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ୨୨ ଜଣ ମନ୍ତ୍ରୀ ଭାବେ ନେଲେ ଶପଥ

ଜୟପୁର : ନୂଆ କରି ରାଜସ୍ଥାନରେ ସରକାର ଗଠନ କରିଥିବା ବିଜେପି ଆଜି ତା’ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛି। ବିଜେପି ହାଇକମାଣ୍ଡଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କ ଟିମ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ନିକଟରେ…

‘୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବିଜେପି’

ମୁମ୍ବାଇ : 'ଏଥର ୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ କରିବ ବିଜେପି।' ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏଭଳି କିଛି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ…

ଜାନୁଆରୀ ୧ ତାରିଖରେ ଲଞ୍ଚ ହେବ XPoSAT ସାଟେଲାଇଟ୍।

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଦେଶର ଏମିତି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ। ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ…

‘ଭାରତ ନ୍ୟାୟ ଯାତ୍ରା’ ପାଇଁ ଜାନୁଆରୀ ୪ରେ ବୈଠକ ଡାକିଲା କଂଗ୍ରେସ

ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି। ଏଥିପାଇଁ ଜାନୁଆରୀ ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି। ଏଥିରେ ୧୪ଟି ରାଜ୍ୟର କଂଗ୍ରେସ ସଭାପତିଙ୍କ ସହିତ ବିଧାୟକ ଦଳର ନେତାମାନଙ୍କୁ ଉପସ୍ଥିତ…

ଆସାମରେ ଫେରିବ ଶାନ୍ତି, ଅସ୍ତ୍ର ଛାଡ଼ିବାକୁ ଉଲଫା ବିଦ୍ରୋହୀ ରାଜି

ନୂଆଦିଲ୍ଲୀ: ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ଉଲ୍ଫା)ର ଏକ ଗୋଷ୍ଠୀ ସହ କେନ୍ଦ୍ର ସରକାର ଓ ଆସାମ ସରକାର ଶୁକ୍ରବାର ଏକ ଶାନ୍ତି ଚୁକ୍ତି କରିଛନ୍ତି । ଏହି ଗୋଷ୍ଠୀ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଇଥାଏ…

ଗାୟକ ଓ ଗୀତିକାର ଅଖୁ ଅପହୃତ

ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଅପହରଣ କରାଯାଇଛି। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଶୁକ୍ରବାର ଜାତୀୟ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି। ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ ମୁଣ୍ଡରେ…

ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁରେ ହୋଇଛି ବଡ଼ ପରିବର୍ତ୍ତନ । ଶେଷରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ। ତାଙ୍କ ବଦଳରେ ପାର୍ଟିର କମାଣ ସମ୍ଭାଳିବେ ନୀତୀଶ କୁମାର। ଆଜି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ…

ମମତା ଓ ଉଦ୍ଧବ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍‌’ର କିଛି ସହଯୋଗୀ ଏକାକୀ ନିର୍ବାଚନ ଲଢ଼ିବା ସହ ନିଜ ନିଜ ରାଜ୍ୟରେ ଆସନ ‘ବୁଝାମଣା’ କରିବାକୁ ରାଜି ନହେବାର ସଙ୍କେତ ଦେବା ପରେ ବିରୋଧୀ ମେଣ୍ଟ…