ଇନଷ୍ଟାଗ୍ରାମରେ ଯୁବତୀଙ୍କ ଫଟୋ ପୋଷ୍ଟକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ; ପୁଲିସ୍ ଉପରକୁ ପଥର ମାଡ଼

ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ଆରମ୍ଭ ହେଲା ମହାଭାରତ । ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ବିବାଦର ସମାଧାନ କରିବାକୁ ଆସି ପୁଲିସ୍‌ ବି ଆକ୍ରୋଶର ଶିକାର ହେଲା। ପୁଲିସ୍‌ ଉପରକୁ ଲୋକେ ପଥର ମାଡ଼…

ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ଭାରତୀୟ କୁସ୍ତି ମହାସଂଘର ସଭାପତି ଚୟନକୁ ନେଇ ଏବେବି ବିବାଦ ଜାରି ରହିଛି। ଏହାରି ଭିତରେ ଏବେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବୁଧବାର ସକାଳେ ହରିୟାଣାର ଝାଜର ଜିଲ୍ଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି…

ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ବିଶ୍ୱ ଘଣ୍ଟା

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ଆସନ୍ତାମାସରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଅଯୋଧ୍ୟା। ଚଳଚଞ୍ଚଳ ହେଲାଣି ସମଗ୍ର ଅଯୋଧ୍ୟା ନଗରୀ। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସମଗ୍ର ରାଜ୍ୟବାସୀ ବେଶ୍‌ ଉତ୍ସୁକ ଥିବା ବେଳେ…

ଦୁବାଇରୁ ଧରା ପଡ଼ିଲେ ମହାଦେବ ବେଟିଂ ଆପ୍‌ ମାଲିକ

ଦୀର୍ଘ ଦିନ ହେବ ପୁଲିସ୍‌ ସହ ଲୁଚକାଳି ଖେଳୁଥିବା ମହାଦେବ ବେଟିଂ ଆପ୍‌ ମାଲିକ ସୌରଭ ଚନ୍ଦ୍ରାକରଙ୍କ ସନ୍ଧାନ ମିଳିଛି। ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ନଜରବନ୍ଦୀ କରାଯାଇଛି। ସେଠାରୁ ତାଙ୍କୁ ଗିରଫ କରି ଭାରତ ଆଣିବା ପ୍ରକ୍ରିୟା କେବେ ଆରମ୍ଭ ହେବ…

ପ୍ରସାଦ ନାଁରେ ପତ୍ନୀ ଓ ପିଲାଙ୍କୁ ବିଷ ଦେଇଦେଲେ ବ୍ୟକ୍ତି, ନିଜେ ବି ଖାଇଦେଲେ

ନିଜ ପରିବାର ଲୋକଙ୍କ ବିଶ୍ୱାସରେ ବିଷ ମିଶାଇଲେ ବ୍ୟକ୍ତି। ବାବାଙ୍କ ପ୍ରସାଦ ଖାଇଲେ କରୋନ କି ଆଉ କୌଣସି ମହାମାରୀ ହେବନି ବୋଲି ପତ୍ନୀ ଓ ପିଲାଙ୍କୁ ଶୁଣାଇଲେ ଅଭୟ ବାଣୀ। ମାତ୍ର ଏଥିରେ ସେମାନେ ପ୍ରଭାବିତ ନ ହେବାରୁ ଜୋରଜବରଦସ୍ତ…

ହଠାତ୍‌ ଲିକ୍‌ ହେଲା ବିଷାକ୍ତ ଗ୍ୟାସ୍‌, ୫ ଗୁରୁତର

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୫ ଗୁରୁତର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ତାମିଲନାଡ଼ୁର ଏନ୍ନୋର ଅଞ୍ଚଳରେ ଘଟିଛି। ଗତ ରାତିରେ ଏନ୍ନୋରରେ ଏକ ପାଇପ୍‌ ଲିକ୍‌ ହୋଇ ଏହି ବିଷାକ୍ତ ଗ୍ୟାସ୍‌ ବାୟୂମଣ୍ଡଳରେ ମିଶି ଯାଇଥିଲା। ଫଳରେ…

ଯଦି ଭାରତ-ପାକିସ୍ତାନ ଆଲୋଚନା ନ ହୁଏ ତେବେ ଗାଜା, ପାଲେଷ୍ଟାଇନ ପରି ହେବ କଶ୍ମୀରର ଅବସ୍ଥା : ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ…

ବଢ଼ିଲା ନୌସେନାର ଶକ୍ତି, ସାମିଲ ହେଲା ଆଇଏନ୍‌ଏସ୍‌ ଇମ୍ଫାଲ୍‌

ଥରହର ହେବ ଶତ୍ରୁପକ୍ଷ। ସାବାଡ଼ ହେବେ ଚୀନ୍‌-ପାକିସ୍ତାନ। ଭାରତ ମହାସାଗରେ ବଢ଼ିଲା ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ…

RBI କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଳିଲା ଧମକ। ମୁମ୍ବାଇରେ ଥିବା ଆର୍‌ବିଆଇ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। କେବଳ ସେତିକି ନୁହେଁ ମୁମ୍ବାଇର ପ୍ରାୟ ୧୧ଟି ସ୍ଥାନରେ ବୋମା ରଖାଯାଇଥିବା ନେଇ ଆର୍‌ବିଆଇକୁ କେହି ଜଣେ ଦୁର୍ବୃତ୍ତ ଧମକ ଦେଇଛି।…

ସମୁଦ୍ର ଗର୍ଭରୁ ବି ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବୁ: ରାଜନାଥ ସିଂହ

ଆକ୍ରମଣକାରୀଙ୍କୁ ଆଉ ମିଳିବନି ରକ୍ଷା। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ଖୋଜି ବାହାର କରାଯିବ।' ନିକଟରେ ଆରବ ସାଗରରେ ଭାରତ ଆସୁଥିବା ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଭଳି କିଛି କହି ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ…