ଗୁଳି କରି ହତ୍ୟା ପରେ ପୂଜାରୀଙ୍କ ଆଖି ତାଡ଼ି ନେଲେ

ପୂଜାରୀଙ୍କୁ ଗୁଳି କରି ହତ୍ୟା କଲେ। ପରେ ଦୁଇ ଆଖି ତାଡି ନେଲେ। କେବଳ ସେତିକି ନୁହେଁ ମୃତଦେହକୁ ବୁଦା ମୂଳେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ।ପୂଜାରୀଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ ଉପରକୁ…

ସିନିୟର୍‌-ଜୁନିୟର୍‌ ଫରକ୍‌ ଜାଣିନ, ଚାପୁଡ଼ା ମାରିଦେବି…ପୁଲିସକର୍ମୀଙ୍କୁ ଓକିଲଙ୍କ ଦୁର୍ବ୍ୟବହାର

ସିନିୟର-ଜୁନିୟର ଫରକ୍ ଜାଣିପାରୁନ କି? ଚାପୁଡ଼ା ମାରିଦେବି।' ଏମିତି କିଛି କହି ବିଚ୍‌ ରାସ୍ତାରେ ପୁଲିସକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଓକିଲ। କେବଳ ସେତିକି ନୁହେଁ ପୁଲିସ ଅଫିସରଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…

ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ: ମୋଦି

ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ…

ସଂସଦର ସୁରକ୍ଷାରେ ତ୍ରୁଟି ଦୁର୍ଭାଗ୍ୟ ଓ ଚିନ୍ତାଜନକ : ପ୍ରଧାନମନ୍ତ୍ରୀ

ସଂସଦର ସୁରକ୍ଷା ତ୍ରୁଟି ଘଟଣାର କିଛି ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ 'ଦୁର୍ଭାଗ୍ୟଜନକ' ଏବଂ 'ଚିନ୍ତାଜନକ' ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଗମ୍ଭୀରତାର ସହ…

ବିଶ୍ବର ବୃହତ୍ତମ ଅଫିସ୍‌ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍‌ ବୁଅର୍ସ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସୁରତ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍‌ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍‌ ବୁଅର୍ସ’ ଉଦ୍‌ଘାଟନ କରିଛନ୍ତି। ସୁରତ ନଗରୀ ନିକଟ ଖ‌ୋଜଡ଼ ଗ୍ରାମରେ ୬୭ ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳ ପରିମିତ ଏହି ଅଟ୍ଟାଳିକା ଅବସ୍ଥିତ। ଏହା ହେବ…

ବିବାହ ବେଳେ ଆଉ ଲେହେଙ୍ଗା ପିନ୍ଧି ପାରିବେନି ଯୁବତୀ

ସାଧାରଣତଃ ବିବାହ କଥା ପଡ଼ିଲେ ସମସ୍ତ ଯୁବତୀଙ୍କ ପ୍ରଥମ ପସନ୍ଦ ହୋଇଥାଏ ଲେହେଙ୍ଗା। କିଏ କେଉଁ ପ୍ରକାରର ଲେହେଙ୍ଗା ପିନ୍ଧିବ ତାକୁ ନେଇ ମାସେ ପୂର୍ବରୁ ଆରମ୍ଭ ହୋଇଯାଏ ନାନା କଳ୍ପନା ଜଳ୍ପନା। ବିଭିନ୍ନ ଦୋକାନ ବୁଲି ଖୋଜାଖୋଜି ଚାଲେ ଡିଜାଇନର୍…

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା

ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର…

ଯୌନ ନିର୍ଯାତନାର ଶିକାର ମହିଳା ବିଚାରପତି: ଆତ୍ମହତ୍ୟା ପାଇଁ ସିଜେଆଇଙ୍କ ଅନୁମତି ଲୋଡ଼ିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ମହିଳା ବିଚାରପତି ଜିଲ୍ଲା ଜଜ୍ ଓ ତାଙ୍କର ଅନ୍ୟ ସହଯୋଗୀଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କର ଆଉ ବଞ୍ଚିବାକୁ ଆଗ୍ରହ ନାହିଁ। ସେ ଆତ୍ମହତ୍ୟା କରିବାକୁ ଚାହୁଛନ୍ତି। ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଉ…

ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମହମ୍ମଦ୍‌ ଶାମି ଓ ଦୀପକ ଚହର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍‌ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍‌ ବୋଲର୍‌’ ମହମ୍ମଦ୍‌ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମହମ୍ମଦ୍‌ ଶାମିଙ୍କୁ ‘ଟେଷ୍ଟ୍‌ ସିରିଜ୍‌’ରୁ…

ଭୁଲ୍‌କ୍ରମେ ୩ଜଣ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ୍‌; ନେତାନ୍ୟାହୁ କହିଲେ ‘ଅସହ୍ୟ ଦୁଃଖ’

ଜେରୁଜେଲମ୍‌: ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ‘ବିପଦ’ ବା ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ (ଆଇଡିଏଫ୍‌) କହିଛି। ନିହତ ପଣବନ୍ଦୀଙ୍କ ମଧ୍ୟରୁ…