ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବ…ରତନ୍‌ ଟାଟାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍‌ ରତନ୍‌ ଟାଟାଙ୍କୁ ହତ୍ୟା ଧମକ। ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବ ବୋଲି କହି କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇଛି। ମୁମ୍ବାଇ ପୁଲିସକୁ ଏଭଳି କିଛି ଫୋନ୍‌ କଲ୍ ଆସିବା…

ସଂସଦରେ ସୁରକ୍ଷା ତ୍ରୁଟି ପାଇଁ ବେକାରୀ ସମସ୍ୟା ଦାୟୀ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ତ୍ରୁଟି, କିଛି ଯୁବକ ଗୃହକୁ ପଶି ହଙ୍ଗାମା କରିବା ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେରୋଜଗାରୀ କାରଣରୁ ଏପରି ଏକ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ରାହୁଲ। ସେ କହିଛନ୍ତି, ସଂସଦ…

ମାଡ୍ରାସ ହାଇକୋର୍ଟ ଆଇପିଏସ୍‌ ଅଧିକାରୀଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ

ଚେନ୍ନାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଆଗତ ଏକ ଅବମାନନା ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ଜି ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡାଦେଶ…

ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା

ପୁରୁଣା ଫ୍ରାଞ୍ଚାଇଜକୁ ଫେରୁ ଫେରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ। 2024 ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ…

ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ରାଗିଲେ ରାଜ୍ୟସଭା ଅଧ୍ୟକ୍ଷ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି…

ଫାଇଲ ପଢ଼ିବାକୁ ସମୟ ପାଇଲେନି ବିଚାରପତି, ମହୁଆଙ୍କ ଆବେଦନ ଜାନୁଆରୀ ୩କୁ ଘୁଞ୍ଚିଲା

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମଇତ୍ରଙ୍କ ଆବେଦନ ଆସନ୍ତା ଜାନୁଆରୀ ୩ ତାରିଖରେ ହେବ। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ। ଏହା…

ସଂସଦରେ ସ୍ମୋକ ଆଟାକ: ଯଦି ପ୍ରଥମ ଯୋଜନା ଫେଲ ହୋଇଥାନ୍ତା, ପ୍ଲାନ ବି’ ର ବ୍ୟବହାର କରିଥାଆନ୍ତେ

ଲୋକସଭାର ସୁରକ୍ଷାବଳୟକୁ ଭେଦ କରି ହଙ୍ଗା କରିଥିବା ଅନୁପ୍ରବେଶକାରୀଙ୍କ ପାଖରେ ପ୍ଲାନ ବି ରହିଥିଲା। ଯଦି ତାଙ୍କର ପ୍ରଥମ ଯୋଜନା ଫେଲ ମାରି ଥାଆନ୍ତା, ତା’ହେଲେ ସେମାନେ ପ୍ଲାନ ବିର ବ୍ୟବହାର କରି ଥାଆନ୍ତେ। କିନ୍ତୁ ପ୍ରଥମ ଯୋଜନାକୁ ବ୍ୟବହାର କରି…

କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା

କୋର୍ଟ ପରିସରରେ ଚାଲିଛି ଗୁଳି। ବିହାରର ରାଜଧାନୀ ପାଟନାରେ ଥିବେ ଗୋଟିଏ କୋର୍ଟ ପରିସରରେ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ଜଣେ ବିଚାରଧୀନ କଏଦ ପ୍ରାଣ ହରାଇଛନ୍ତି। ପୁଲିସ୍‌ ସମ୍ମୁଖରେ ଗୁଳି ମାଡ଼ ହୋଇଥିଲେ ହେଁ କେହି ବି…

ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା, ମାଷ୍ଟର ମାଇଣ୍ଡ ଲଳିତକୁ ରିମାଣ୍ଡରେ ନେଲା ପୁଲିସ

ଲୋକସଭାରେ ହଙ୍ଗାମା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝା କୁ ରିମାଣ୍ଡରେ ନେଲା ପୁଲିସ। ଆଜିଠୁ ଲଳିତକୁ ସାତ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ। ପଟିଆଲା ହାଉସ୍ କୋର୍ଟଙ୍କ ଅନୁମତି କ୍ରମେ ଲଳିତକୁ…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲା: ମୁସଲିମ ପକ୍ଷକୁ ସୁପ୍ରିମ ଝଟକା

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ଜମି ବିବାଦ ଉପରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଶ୍ରୀକୃଷ୍ଣ ଜନ୍ମଭୂମି ଜମିରେ ଥିବା ମସଜିଦ ସର୍ଭେ ଅନୁମତିକୁ ସ୍ଥଗିତ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ…