ରାଜ୍ୟରେ ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା
ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ…
ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ…
ସଂସଦର ସୁରକ୍ଷା ତ୍ରୁଟି ଘଟଣାର କିଛି ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ 'ଦୁର୍ଭାଗ୍ୟଜନକ' ଏବଂ 'ଚିନ୍ତାଜନକ' ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଗମ୍ଭୀରତାର ସହ…
ସାଲେପୁର: ସାଲେପୁରରେ ୧୨ ବର୍ଷ ନାବାଳକକୁ ବେକ କାଟି ହତ୍ୟା । ଜଗତପୁର ଥାନା ଅଧୀନ ପୁବଗଛ ଚନ୍ଦନ ପୋଖରୀ ହୁଡ଼ା ନିକଟରେ ନାବାଳକର ଗଳାକଟା ମୃତଦେହ ଠାବ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ପୂର୍ବକଚ୍ଛ ଗାଁର ସେ ପଞ୍ଚମ ଶ୍ରେଣୀରେ…
ସୁରତ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କରିଛନ୍ତି। ସୁରତ ନଗରୀ ନିକଟ ଖୋଜଡ଼ ଗ୍ରାମରେ ୬୭ ଲକ୍ଷ ବର୍ଗଫୁଟ୍ ଅଞ୍ଚଳ ପରିମିତ ଏହି ଅଟ୍ଟାଳିକା ଅବସ୍ଥିତ। ଏହା ହେବ…
ରାଉରକେଲା : ରାଉରକେଲା ସହରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣେ ବୃଦ୍ଧ। ଏହା ସହିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ୩ ଦିନ ମଧ୍ୟରେ…
ସାଧାରଣତଃ ବିବାହ କଥା ପଡ଼ିଲେ ସମସ୍ତ ଯୁବତୀଙ୍କ ପ୍ରଥମ ପସନ୍ଦ ହୋଇଥାଏ ଲେହେଙ୍ଗା। କିଏ କେଉଁ ପ୍ରକାରର ଲେହେଙ୍ଗା ପିନ୍ଧିବ ତାକୁ ନେଇ ମାସେ ପୂର୍ବରୁ ଆରମ୍ଭ ହୋଇଯାଏ ନାନା କଳ୍ପନା ଜଳ୍ପନା। ବିଭିନ୍ନ ଦୋକାନ ବୁଲି ଖୋଜାଖୋଜି ଚାଲେ ଡିଜାଇନର୍…
କଟକ : କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର।…
ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର…
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି । ତେବେ ନବଜାତ ଶିଶୁ ଟି ର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାକୁ ଆଇସିୟୁରୁ ବାହାରକୁ ଅଣାଯାଇଛି…
ରାଉରକେଲା: ୨୦୧୬ ମସିହାରେ ରାଜ୍ୟରେ ଦୁଇଟି ସହର ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ବି ଦିଆଗଲା। ତେବେ ବର୍ଷ ବର୍ଷ ବିତିଲାଣି; କିନ୍ତୁ ସ୍ମାର୍ଟ ସିଟି ପକ୍ଷରୁ…