ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ…

ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ରାଗିଲେ ରାଜ୍ୟସଭା ଅଧ୍ୟକ୍ଷ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି…

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ

ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ରାୟଗଡା ସହରର ଗୌତମ ନଗରର ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁର ଭୁସି ହତ୍ୟା କରାଯାଇଛି । ମୃତକ ଖିଲିମିଶିଗୁଦ ଗାଁର ପ୍ରମୋଦ କୋଲାକା । ସମ୍ପର୍କୀୟ ପୁତୁରାଙ୍କୁ ସ୍କୁଲରେ ଛାଡି ଘରକୁ…

ଫାଇଲ ପଢ଼ିବାକୁ ସମୟ ପାଇଲେନି ବିଚାରପତି, ମହୁଆଙ୍କ ଆବେଦନ ଜାନୁଆରୀ ୩କୁ ଘୁଞ୍ଚିଲା

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମଇତ୍ରଙ୍କ ଆବେଦନ ଆସନ୍ତା ଜାନୁଆରୀ ୩ ତାରିଖରେ ହେବ। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ। ଏହା…

ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ, : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ…

ସଂସଦରେ ସ୍ମୋକ ଆଟାକ: ଯଦି ପ୍ରଥମ ଯୋଜନା ଫେଲ ହୋଇଥାନ୍ତା, ପ୍ଲାନ ବି’ ର ବ୍ୟବହାର କରିଥାଆନ୍ତେ

ଲୋକସଭାର ସୁରକ୍ଷାବଳୟକୁ ଭେଦ କରି ହଙ୍ଗା କରିଥିବା ଅନୁପ୍ରବେଶକାରୀଙ୍କ ପାଖରେ ପ୍ଲାନ ବି ରହିଥିଲା। ଯଦି ତାଙ୍କର ପ୍ରଥମ ଯୋଜନା ଫେଲ ମାରି ଥାଆନ୍ତା, ତା’ହେଲେ ସେମାନେ ପ୍ଲାନ ବିର ବ୍ୟବହାର କରି ଥାଆନ୍ତେ। କିନ୍ତୁ ପ୍ରଥମ ଯୋଜନାକୁ ବ୍ୟବହାର କରି…

ଘର ଭିତରେ ଜେନେରେଟର ଲଗାଇବା ହେଲା କାଳ, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ। ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁର ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଅଘଟଣ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର…

କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା

କୋର୍ଟ ପରିସରରେ ଚାଲିଛି ଗୁଳି। ବିହାରର ରାଜଧାନୀ ପାଟନାରେ ଥିବେ ଗୋଟିଏ କୋର୍ଟ ପରିସରରେ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ଜଣେ ବିଚାରଧୀନ କଏଦ ପ୍ରାଣ ହରାଇଛନ୍ତି। ପୁଲିସ୍‌ ସମ୍ମୁଖରେ ଗୁଳି ମାଡ଼ ହୋଇଥିଲେ ହେଁ କେହି ବି…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି…

ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା, ମାଷ୍ଟର ମାଇଣ୍ଡ ଲଳିତକୁ ରିମାଣ୍ଡରେ ନେଲା ପୁଲିସ

ଲୋକସଭାରେ ହଙ୍ଗାମା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝା କୁ ରିମାଣ୍ଡରେ ନେଲା ପୁଲିସ। ଆଜିଠୁ ଲଳିତକୁ ସାତ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ। ପଟିଆଲା ହାଉସ୍ କୋର୍ଟଙ୍କ ଅନୁମତି କ୍ରମେ ଲଳିତକୁ…