2023

୫ ଜଣ ଛଦ୍ମବେଶୀ ନାଗା ବାବାଙ୍କୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ ଜାଲରେ ନାଗା ବାବା ଗ୍ୟାଙ୍ଗ । ୫ ଜଣ ଛଦ୍ମବେଶୀ ବାବାଙ୍କୁ ଧରିଲା କମିଶନରେଟ ପୋଲିସ । ସନ୍ଦିଗ୍ଧ ଭାବେ ବୁଲୁଥିବା ବେଳେ ମାଡି ବସିଲା ପୋଲିସ । ଗତକାଲି ଲୁଟ୍‌ ନେଇ ନନ୍ଦନକାନନ ଥାନାରେ…

ଓଡ଼ିଶାର ପରିବର୍ତ୍ତନର ଶୁଭ ସଙ୍କେତ ଆଉ ବେଶୀ ଦୂର ନୁହେଁ : ଧର୍ମେନ୍ଦ୍ର

ଛେଣ୍ଡିପଦା/ଅନୁଗୋଳ: ମୋଦୀ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦୀ ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି । ସରକାର…

୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ

କରଞ୍ଜିଆ: ଇଞ୍ଜିନିୟରଙ୍କୁ ତାଲା । ୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ । ମୟୂରଭଞ୍ଜ ଶୁକୃଳି ବ୍ଲକ ଇନ୍ଦିପୁର ଗାଁର ଦିନ ମଜୁରିଆଙ୍କ ପାରିଶ୍ରମିକ ଦେବା ଦାବିରେ ଲୋକ ତାଲା ପକାଇଛନ୍ତି । ଗତ କିଛି ମାସ ହେଲା ଏକଲବ୍ୟ ବିଦ୍ୟାଳୟର…

୨୦୨୩ ବିଶ୍ବକପ୍‌ ପାଇଁ ଦଳଗତ ମାନସିକତା ଆବଶ୍ୟକ: କପିଳ ଦେବ

ନୂଆଦିଲ୍ଲୀ: ମହାନ ଅଲ୍‌ରାଉଣ୍ଡର୍‌ କପିଳ ଦେବଙ୍କ ପାଇଁ ଭାରତ ପ୍ରଥମ ଥର ୧୯୮୩ ମସିହାରେ ବିଶ୍ବକପ୍ ଜିତିଥିଲା। ରବିବାର ଭାରତବାସୀ ଏହାର ୪୦ତମ ପୂର୍ତ୍ତି ପାଳନ କରୁଥିବା ବେଳେ ସେଦିନର ସଫଳ ଅଧିନାୟକ କପିଳ ଦେବ କିନ୍ତୁ ଚଳିତ ବର୍ଷର ବିଶ୍ବକପ୍‌…

ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ମାମଲା, ୩ ସୁଦ୍ଧା ହାଜର ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ବାର ପୋଲିସ । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାରା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋହିତ…

ରକ୍ତପାତ ଆଶଙ୍କାରେ ରୁଷ ବିଦ୍ରୋହୀଙ୍କ ୟୁ-ଟର୍ଣ୍ଣ, ମଧ୍ୟସ୍ଥି ସାଜିଲା ବେଲାରୁଷ

ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଏବେ ୟୁ-ଟର୍ଣ୍ଣ ନେଇଛି। ଏକଦା ରୁଷ ପାଇଁ ଲଢ଼େଇ କରୁଥିବା ୱାଗନର ଗ୍ରୁପର ଯୋଦ୍ଧାମାନେ ମସ୍କୋ ଦଖଲ…

ମୋଦି ଫେରିବା ପରେ ଏମିତି ଟ୍ୱିଟ କଲେ ବାଇଡେନ, ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟ ଦେଇ ଆଜି ସ୍ୱଦେଶ ଫେରିଛନ୍ତି। ଆମେରିକା ଗସ୍ତ ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିସହ…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶୋକ ପ୍ରକାଶ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଘଟିଥିବା ଦୁର୍ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ…

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଆହାତଙ୍କୁ ଭେଟିଲେ ମନ୍ତ୍ରୀ

ଗଞ୍ଜାମ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଦିଗପହଣ୍ଡି ଠାରେ ହୋଇଥିଲା ବସ୍ ଦୁର୍ଘଟଣା ରେ ଆହତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ ଚିକିତ୍ସିତ ହେଉଥିଲା ଆହତ ମାନଙ୍କୁ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ…

ଗୋ-ମାଂସ ନେଉଥିବା ସନ୍ଦେହରେ ମୁସଲିମ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

ମୁମ୍ବାଇ : ପୁଣିଥରେ ମାତିଛନ୍ତି ତଥାକଥିତ ଗୋ-ସୁରକ୍ଷା ବାହିନୀର ଗୁଣ୍ଡା। ଜଣେ ମୁସଲିମଙ୍କୁ ଏହି ବାହିନୀର ସଦସ୍ୟମାନେ ବିଚ୍‌ ରାସ୍ତାରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟିପିଟି ହତ୍ୟା କରିଛନ୍ତି। ମୁସଲିମ ବ୍ୟକ୍ତି ଜଣଙ୍କ ଗୋ-ମାଂସ ଚୋରା ଚାଲାଣ କରୁଥିବା ସନ୍ଦେହ କରି…