ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ବସ ମୁହାଁମୁହିଁ, ୧୨ ମୃତ
ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ…
ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ…
ନ୍ୟୁୟର୍କ : ରୁଷର ଘରୋଇ ସଶସ୍ତ୍ର ବାହିନୀ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପୁଟିନଙ୍କ ଗୁପ୍ତଚରମାନେ ତାଙ୍କୁ ମାରିଦେବାର ଆଶଙ୍କା କରାଯାଉଛି । ଏଣୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ତାଙ୍କୁ…
ମୁମ୍ବାଇ : ସଲମାନ ଖାନଙ୍କୁ ନିଶ୍ଚିତ ହତ୍ୟା କରାଯିବ ବୋଲି କହିଛି କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର। ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛି। ଗୋଲ୍ଡୀ ବ୍ରାର କହିଛି, ଆମେ ତାଙ୍କୁ (ସଲମାନ…
ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଓ ତାଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ଲାଗିଛି ବଡ଼ ଝଟକା। ସୋମବାର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି କଂଗ୍ରେସରେ…
ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ତାଳକୁରୁଣିଆ ଓ ଅଠିଳାବାଜ ଗାଁରେ ବାସି ଭୋଗ ଖାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଲୋକ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ତାଳକୁରୁଣିଆ ଗାଁରେ ରଥଯାତ୍ରାରେ ଠାକୁରଙ୍କ ଭୋଗ…
ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ହିତାଧିକାରୀଙ୍କୁ ଘର ନଦେବା ଷଡ଼ଯନ୍ତ୍ର ଧରା ପଡ଼ିଲା ଷଡ଼ଯନ୍ତ୍ର ପଛରେ ରାଜ୍ୟ ବିଜେପିର ସାଂସଦ ଓ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ…
ମଣିପୁରରେ ଲାଗି ରହିଥିବା ହିଂସା ଓ ଅଶାନ୍ତିକୁ ଦୂର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାଶ ଜୋରଦାର ହୋଇଛି। ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଉକ୍ତ ମହିଳା ଜଣକ ଷ୍ଟେସନ ଯାଉଥିବା ବେଳେ ଷ୍ଟେସନ ରାସ୍ତାରେ ବର୍ଷା ପାଣି ଭରି ଯାଇଥିଲା।…
ଭୁବନେଶ୍ୱର, : ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି । ଗତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘Order of the Nile’ ଗ୍ରହଣ କରିଛନ୍ତି। ସେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫର୍ଥା ଇ-ସିସ୍ଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଭିତରେ ଏହା…