2023

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଆହୁରି ସକ୍ରିୟ ହେବ ମୌସୁମୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ଆଇଏମଡି DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ…

ବିଦ୍ରୋହୀଙ୍କ ଦାବି ମାନିପାରନ୍ତି ପୁଟିନ, ହଟିବେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ

କିବ୍ : ୟୁକ୍ରେନର ଗଣମାଧ୍ୟମ ଅନୁଯାୟୀ, ପ୍ରିଗୋଜିନ୍ ଏବଂ ମସ୍କୋ ନିକଟରେ ଏକ ଚୁକ୍ତି ହୋଇଛି ଯାହା ଅଧୀନରେ ମସ୍କୋ ପ୍ରିଗୋଜିନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବ ଏବଂ ପ୍ରତିବଦଳରେ ପ୍ରିଗୋଜିନ୍ ବିଦ୍ରୋହ ପ୍ରୟାସ ବନ୍ଦ କରି ବେଲାରୁସ୍…

ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ସଲିମ

ଅହମ୍ମଦାବାଦ: ଘର ଦାଣ୍ଡ ଦେଇ ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି | ଭକ୍ତି ଓ ଭାଇଚାରାର ଏଭଳି ଏକ ଅପୂର୍ବ ନିଦର୍ଶନ ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି | ବାସ୍ତବରେ ଗୁଜୁରାଟର ଅହମ୍ମଦାବାଦରେ…

5T ସଚିବ ଙ୍କ ଗସ୍ତ ପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ…

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ ପରିବର୍ତ୍ତେ ଦିଆଗଲା ମୁଢି

ବାରିପଦା: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ମୁଢି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବ୍ରହ୍ମପୁର ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାଲି ସହ ମୁଢି ଦିଆଯାଇଛି। ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ (ଏମଡିଏମ) ଯୋଜନାରେ ଭାତ ବଦଳରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମୁଢି।…

କଟକ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା

କଟକ: ସାରା ରାଜ୍ୟରେ ମୌସୁମୀ ବର୍ଷା । ମୌସୁମୀ ବର୍ଷାରେ କଟକ ସହରର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବାରୁ ଜଳବନ୍ଦୀ ସ୍ଥିତି ଉପୁଜିଛି । ବିଶେଷ କରି ସୂତାହାଟ, ପଟ୍ଟାପୋଲ, ଓଡ଼ିଆ ବଜାର, ଗମ୍ମାଢିଆ ଭଳି…

ନାଗା ବାବା ଲୁଟିନେଲେ ସୁନାଗହଣା, ନନ୍ଦନକାନନ ଥାନାରେ ଅଭିଯୋଗ

ଭୁବନେଶ୍ୱର : ନାଗା ବାବା ଲୁଟିନେଲେ ସୁନାଗହଣା । ଭିକ୍ଷା ମାଗିବା ନାରେ ଘରକୁ ଆସି ସୁବିଧା ସୁଯୋଗ ଦେଖି ସୁନା ଗହଣା ଲୁଟିନେଇ ଛୁ ହୋଇଗଲେ ଉତର ପ୍ରଦେଶରୁ ଆସିଥିବା ନାଗାସାଧୁ । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁରେ ଘଟିଛି…

ସଚିବଙ୍କୁ ଏତେ ସୁରକ୍ଷା କାହିଁକି: ଅପରାଜିତା

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଏବଂ ପୂର୍ବତନ ଆଇଏଏସ ଅଧିକାରୀ ତଥା ଏବେର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ଟ୍ବିଟ୍ କରି ଏକ ଚିଠି…

ଅପରାଜିତାଙ୍କ ‘ଫାଇଭ ଟି ସଚିବ’ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ଫାଇଭ ଟି ସଚିବ ଆଇଏଏସ ଚାକିରିରି ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ଖୋଦ୍ ଶାସକ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ର ସମ୍ପାଦର…

ମେଡିକାଲ ଛାତରୁ ଖସିଲା କଂକ୍ରିଟ୍, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଘଟିଛି ଅଘଟଣ। ମେଡିକାଲର ଓପିଡି ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଅନେକ ରେଗୀ ଧାଡିରେ ରହିଥବା ସମୟରେ ହଠାତ୍ ଛାତରୁ କଂକ୍ରିଟ ଖସିବାରୁ ଜଣେ ରୋଗୀ ଆହତ ହୋଇଛନ୍ତି। ତେବେ ସୋଭାଗ୍ଯ ବସତଃ ଅନ୍ୟ…