2023

ଭାଙ୍ଗିଲା ୟୁକ୍ରେନରେ ବୃହତ୍ତମ ନଦୀବନ୍ଧ ‘ନୋଭା କାଖୋଭକା’, ପରସ୍ପରକୁ ଦାୟୀ କଲେ ରୁଷ, ୟୁକ୍ରେନ

କିବ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଖେରସନଠାରେ ଥିବା ନୋଭା କାଖୋଭକା ନଦୀବନ୍ଧ ଭାଙ୍ଗିଯାଇଛି । କିନ୍ତୁ ଏହି ନଦୀବନ୍ଧ କିଏ ଭାଙ୍ଗିଲା ତାହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏହି ଡ୍ୟାମକୁ ରୁଷ…

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ

ବ୍ରହ୍ମପୁର : ମନରୁ ବାଲେଶ୍ୱର ବାହାନଗା ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଲିଭି ନଥିବା ବେଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବାରୁ ଯାତ୍ରୀ ଭୟଭୀତ…

ବାହାନଗା ଟ୍ରେନ ଟ୍ରାଜେଡି: ଚାଲିଛି ମରାମତି କାର୍ଯ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ

ବାଲେଶ୍ୱର : ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି।ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଆଉ କିଛି ମରାମତି କାମ ପାଇଁ ରେଳ…

ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ, ଏନସିବି କହିଲା ୨୦ ବର୍ଷରେ ଏତେ ଡ୍ରଗ୍ସ ଜବତ ହୋଇନଥିଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ସବୁଠାରୁ ବଡ଼ ‘ପାର୍ଟି ଡ୍ରଗ୍ସ’ ସାମଗ୍ରୀ ଜବତ କରିଛି। ଏହି ଚଢ଼ାଉରେ ଏନସିବି ହଜାର ହଜାର କୋଟି ଟଙ୍କାର ଲାଇସର୍ଜିକ୍ ଏସିଡ୍ ଡାଇଥାଇଲାମାଇଡ (ଏଲଏସଡି) ଔଷଧ ଜବତ କରିଛି । ଏହାକୁ ଗତ ଦୁଇ…

ଅଙ୍ଗନବାଡିରେ ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ, ମୃତଦେହ ଧରି ରାସ୍ତାରୋକ କଲେ ପରିବାର

ଗଜପତି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାଜପୁର ଗ୍ରାମରେ ରାସ୍ତାରୋକ। ଗତ ଏପ୍ରିଲ ୧୧ ତାରିଖରେ ଅଙ୍ଗନବାଡିରେ ଏକ୍ସପାୟର ଔଷଧ ଖାଇବା ଫଳରେ ଶିଶୁ ଗୁରୁତର ହୋଇ କଟକ ଶିଶୁ ଭବନରେ ଚିକିତ୍ସୀତ ହେଉଥିବା ସମୟରେ ମୁତ୍ଯୁ ହୋଇଛି। ଫଳରେ ଜାଜପୁର ଗ୍ରାମରେ…

ଆସିଲା ହାଇପରସୋନିକ ମିସାଇଲ, ଶବ୍ଦ ଠାରୁ ଅଧିକ ୧୫ ଗୁଣ ସ୍ପିଡରେ ଯିବ

ନୂଆଦିଲ୍ଲୀ : ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ଖତରାନ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା…

ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ; ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ

ବାହାନଗାରେ ଟ୍ରେନ୍‌ ଟ୍ରାଜେଡି ପଛର କାରଣ କ’ଣ ? ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନ୍‌ ଦୁର୍ଘଟଣା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି…

ଏମ୍‌ସରେ ଡିଏନ୍‌ଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ସେ କହିଛନ୍ତି, ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି ୧୦ରୁ ଅଧିକ ପରିବାର। ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ…

ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌ । ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ଘରେ ପଶି ତନାଘନା କରିଛି ଦିଲ୍ଲୀ ପୁଲିସ୍‌ । ଦେଶର ଷ୍ଟାର…

ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି ।…