2023

ସରିଲା ମରାମତି, ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌

୫୧ ଘଣ୍ଟାର ନନଷ୍ଟପ୍‌ ପୁନରୁଦ୍ଧାର କାମ । ଶେଷରେ ଦୁର୍ଘଟଣାଗ୍ରସ୍ତ ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌ । ଗତକାଲି ରାତିରେ ପୁରୀକ୍ଷାମୂଳକ ଭାବରେ ମାଲଗାଡ଼ି ଗଡ଼ିଥିଲା । ଆଜି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିଛି ।…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଦୁଇ ଲୋକୋ ପାଇଲଟ୍‌ଙ୍କ ବୟାନ ରେକର୍ଡ

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରତ୍ୟକ୍ଷଦର୍ଶୀ ତଥା କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଲୋକୋ ପାଇଲଟ୍ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଆଜି ଦ.ପୂ ରେଲୱେ CPRO…

ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ

ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ। ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ…

ଏସସିବିରେ ଚିକିତ୍ସାରତ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ…

ଦୁର୍ଘଟଣାସ୍ଥଳ ବୁଲିଲେ ରେଲୱେ ସେଫ୍ଟି କମିଶନର

ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା…

ବରଗଡ଼ ସମରଧରା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବରଗଡ଼: ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ…

ବାଇକ-ବୋଲେରୋ ମୁହାଁମୁହିଁ, ଜଣେ ମୃତ, ୨ ଗୁରୁତର

ଯାଜପୁର: ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଜଣେ ମୃତ, ୨ ଗୁରୁତର । ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଏସ୍‌. କେ. ମୋତି । ଗୁରୁତର ଦୁଇ ଯୁବକ ହେଲେ…

ନିଖୋଜ ଲୋକଙ୍କ କଥା କହି ଭାବପ୍ରବଣ ହୋଇଗଲେ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାବୁକ ହୋଇଛନ୍ତି। ରେଳମନ୍ତ୍ରୀ ଦୁର୍ଘଟଣା ପ୍ରଭାବିତ ଟ୍ରାକ୍‌ର ପୁନରୁଦ୍ଧାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଗଳା ରୁନ୍ଧି ହୋଇଯାଇଥିଲା। ଏହି…

ଗେଟ୍‌ ଖୋଲିବାରେ ବିଳମ୍ବ ହେବାରୁ ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିପିଟି ହତ୍ୟା

ବେଙ୍ଗାଲୁରୁ : ଟୋଲା ପ୍ଲାଜାରେ ଲାଗିଥିବା ବୁମ ବ୍ୟାରିୟର ବା ଗେଟ୍‌ ଖୋଲିବାରେ ସାମାନ୍ୟ ବିଳମ୍ବ ହେବାରୁ ଘଟିଛି ଅଭାବନୀୟ ଘଟଣା। ଗେଟ ଖୋଲିବାରେ ବିଳମ୍ବ ହେବାରୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ପିଟିପିଟି ହତ୍ୟା କରିଛନ୍ତି।…

ମୃତକଙ୍କ ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ରାଜଧାନୀରେ ମାଗଣାରେ ୫୮ଟି ଆମ୍ବୁଲାନ୍ସ ସେବା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କର ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ୫୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିରେ ବିନା ମୂଲ୍ୟରେ ଏବଂ ଅନ୍ତିମ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୃତକଙ୍କର ଶବ…