ସରକାରଙ୍କୁ ଲ’ କମିସନଙ୍କ ସୁପାରିସ, ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ
ନୂଆଦିଲ୍ଲୀ: ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ। ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ୧୨୪କ ଧାରାରେ ରାଜଦ୍ରୋହ ସଂପର୍କରେ ଅବତାରଣା କରାଯାଇଛି। ତେବେ ଏହାକୁ କେଉଁସବୁ ପରିସ୍ଥିତିରେ ଲାଗୁ କରାଯିବା ଆବଶ୍ୟକ ସେଥିରେ ସଂଶୋଧନ ଅଣାଯିବା ଉଚିତ ବୋଲି ଅବସରପ୍ରାପ୍ତ ବିଚାରପତି…
