2023

ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ବର: ଓଡ଼ିଶା ଆସିବେ ଅମିତ ଶାହ ଓ ଜେ. ପି. ନଡ୍ଡା । ଆସନ୍ତା ୧୭ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଖୁବଶୀଘ୍ର…

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନରେ ‘ମାର୍ଜିନ ମନି ଛାଡ଼ କର’: ମିଶନ ଶକ୍ତି ସଚିବ

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର । SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସ୍କୁଟର…

ଶାଢ଼ୀ ଭିତରେ ଜିନିଷ ପୁରାଇ ଖସି ପଳାଉଥିଲା ମହିଳା ଲୁଟେରା ଗ୍ୟାଙ୍ଗ, ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: ପୋଲିସ କବ୍‌ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ୱେଷ୍ଟ ବେଙ୍ଗଲର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ଲୁଟ୍‌ କରୁଥିଲେ ଲେଡି ଲୁଟେରା । ଆଖି ଆଗରେ ଯାହା ପଡୁଥିଲା, ଆଖି…

ମାଲକାନଗିରି ୪ ଓ ଗଞ୍ଜାମରେ ୨ ଜଣଙ୍କ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ମାଲକାନଗିରିରେ ୪ ଓ ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।…

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।…

ବିଚ୍ ରାସ୍ତାରେ ଦେଲେ ସେଲଫି ଦେଲେ ଧୋନି

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି। ବିଚ୍ ରାସ୍ତାରେ ଦେଲେ ସେଲଫି। ଏ ସମୟର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଲେ ଧୋନିଙ୍କ ଏଭଳି କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଭାରତୀୟ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ: ୪୮, ୭୮୩ ଜଣ ପାଇଲେ ରାଙ୍କ

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା…

ଯୁକ୍ତ ୩ରେ ବଢ଼ିଲା ୧୨ ହଜାର ସିଟ୍‌

ଭୁବନେଶ୍ବର : ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ। ଆସନ୍ତା ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ବିଭାଗ ଫଳ ପ୍ରକାଶ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ବେଳେ ଯୁକ୍ତ…

ଘଣ୍ଟା ଘଣ୍ଟା ଧରି ଇୟରବଡ ବ୍ୟବହାର କରୁଥିବା ଯୁବକ ହରାଇଲେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଏବେ ଲୋକମାନେ ବିଶେଷ କରି ଯୁବପିଢ଼ିମାନେ ଅଧିକ ଇୟରବଡ ବ୍ୟବହାର କରୁଛନ୍ତି। ଗୀତ ଶୁଣିବା ପାଇଁ ହେଉ କି ପୋଡକାଷ୍ଟ ଶୁଣିବା ହେଉ ବା ଫୋନରେ କଥା ‌ହେବା ପାଇଁ ହେଉ, ଏବେ ଇୟରବଡ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ…

ଖୁବଶୀଘ୍ର ଶିଶୁ ଅରିହାଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଲା ବୈଦେଶିକ ମନ୍ତ୍ରାଳୟ; ସୁଷମା ସ୍ୱରାଜଙ୍କୁ ମନେ ପକାଇଲେ ବ୍ୟଥିତ ମା’

ନୂଆଦିଲ୍ଲୀ: ଦୀର୍ଘ ୨୧ ମାସ ଧରି ପିତାମାତାଙ୍କଠାରୁ ଅଲଗା ହୋଇ ରହିଥିବା ଶିଶୁ ଅରିହା ଶାହଙ୍କୁ ଜର୍ମାନୀର ବର୍ଲିନରେ ଥିବା ଏକ ଯତ୍ନ କେନ୍ଦ୍ରରୁ ଭାରତ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆଜି ପ୍ରତିଶ୍ରୁତି ଦେଇଛି। ଉଲ୍ଲେଖଯୋଗ୍ୟ, ଜର୍ମାନୀର ଚାଇଲ୍‌ଡ…