କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ

କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ । ହିଡମା ସହଯୋଗୀ ଟପ୍‌ ମାଓ ନେତା ବସନ୍ତ ଅରଫ ସମଲୁର ମୃତ୍ୟୁ । ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମୃତ୍ୟୁ ହୋଇଥିବା ମାଓ ସଂଗଠନର ପ୍ରବକ୍ତା ସମତା ଏକ ପ୍ରେସନୋଟ୍‌ ଜରିଆରେ ଏହି…

ନୟାପଲ୍ଲୀ ବେହେରା ସାହି ଲେଡିଜ୍‌ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣା: ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଜଣ ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରେ ଲେଡିଜ୍‌ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣାରେ ୩ ଜଣ ଅଟକ । ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କୁ ପଚରାଉଚରା ଚାଲିଛି । ଲେଡିଜ୍‌ ହଷ୍ଟେଲରେ…

ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରେ ମରଣାନ୍ତକ ଆକ୍ରମଣ, ମହିଳା ଏଏସଆଇ ଗୁରୁତର

ତିର୍ତ୍ତୋଲ: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ…

ଆସନ୍ତାକାଲି ଇଭିଏମ୍ ସହ ବୁଥ୍ ଯିବେ ପୋଲିଂ ଅଧିକାରୀ, ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ

ଝାରସୁଗୁଡା: ଦୁଇ ଦିନ ପରେ ଝାରସୁଗୁଡ଼ା ଉପନିର୍ବାଚନ । ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଆସନ୍ତାକାଲି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ । ଭୋଟ୍‌ ଗ୍ରହଣ ପରେ ୧୦ ତାରିଖରେ ଫେରିବେ…

ସ୍ତ୍ରୀକୁ ଟିକଟିକ୍ କରି ହାଣି ଅଖାରେ ପ୍ୟାକ କରି ରଖିଥିଲା ସ୍ବାମୀ

ଜଳେଶ୍ୱର:  ଜଘନ୍ୟ ହତ୍ୟା । ସ୍ତ୍ରୀ ହନ୍ତାର ବର୍ବର କାଣ୍ଡ । ସ୍ତ୍ରୀକୁ ପିସ୍‌ ପିସ୍‌ କରି କାଟିଲା । ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ…

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି, ହେଲିକପ୍ଟର ସହ ସେଲ୍‌ଫି ନେଲେ ଫାର୍ମାସିଷ୍ଟ

ମୟୂରଭଞ୍ଜ : ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି । ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ…

ଆତତାୟୀଙ୍କ ଗୁଳିରେ KCF ମୁଖ୍ୟ ପରମଜିତ ନିହତ

ଲାହୋର : ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ପଂଜଓ୍ଵରକୁ ପାକିସ୍ତାନରେ ହତ୍ୟା କରାଯାଇଛି । ସେ ପୋଲିସ ଫାଇଲରେ ମୋଷ୍ଟ ଓ୍ଵାଣ୍ଟେଡ ଥିଲା । ଲାହୋରରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରେ ଛଦ୍ମ ବେଶରେ ରହି ସେଠାରୁ ଖଲିସ୍ତାନ ଆନ୍ଦୋଳନ…

ଭବ୍ୟ ରାଜ୍ୟାଭିଷେକ ସହ ରାଜା ହେଲେ ଚାର୍ଲସ ତୃତୀୟ

ବ୍ରିଟେନରେ ଆଜିଠୁ ବିଦ୍ଧିବଦ୍ଧ ଭାବେ ଆରମ୍ଭ ହୋଇଛି କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜୁତି। ଆଜି ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସରେ ଭବ୍ୟ ରାଜ୍ୟାଭିଷେକ ସମାରୋହରେ ଦେଶର ନୂଆ ରାଜା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କିଙ୍ଗ ଚାର୍ଲ୍ସ ତୃତୀୟ। ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ…

ରେସଲରଙ୍କୁ ସମର୍ଥନ କରି ଦିଲ୍ଲୀ ଆସିବେ ହଜାର ହଜାର ଚାଷୀ, ଦେଶବ୍ୟାପି କରିବେ ଆନ୍ଦୋଳନ

ଦୀର୍ଘଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ। କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ…

୭୭ ବର୍ଷ ପରେ ମିଳିଲା ନ୍ୟାୟ ! ୯୩ ବର୍ଷୀୟ ମହିଳାଙ୍କୁ ୨ଟି ଫ୍ଲାଟ ଦେବାକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟଗୁଡିକ ଦକ୍ଷିଣ ମୁମ୍ବାଇର…