ମଣିପୁର ଜଳୁଛି, କିନ୍ତୁ ଆମ ପ୍ରଧାନମନ୍ତ୍ରୀ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି : ଓଓ୍ବେସି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’ ଭଳି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ…

ମଣିପୁର ହିଂସାରେ ୫୪ ଜଣଙ୍କ ମୃତ୍ୟୁ

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଂସା ଓ ପୋଡ଼ାଜଳାରେ ଆହୁରି ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା…

ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ଘୋଷଣା କଲା ରେଳବାଇ

ନୂଆଦିଲ୍ଲୀ: ରେଳବାଇ ଉପରୁ ଅଯଥା ଭାର କମାଇବାକୁ ଏବେ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ଘୋଷଣା କରିଛି ରେଳବାଇ | ବାସ୍ତବରେ ଅକ୍ଟୋବର ୨୦୧୭ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳବାଇ ଦ୍ୱାରା ନିୟନ୍ତ୍ରିତ ସମସ୍ତ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ…

ସଂସ୍କୃତ ବୋର୍ଡ ପରୀକ୍ଷାରେ ୧୩ ହଜାର ପିଲାଙ୍କୁ ପଛରେ ପକାଇ ଟପ୍ପର ହେଲେ ମହମ୍ମଦ ଇରଫାନ

ଇତିହାସ ରଚିଛନ୍ତି ଜଣେ ମୁସଲିମ ଛାତ୍ର। ନାଁ ତାଙ୍କର ମହମ୍ମଦ ଇରଫାନ। କିନ୍ତୁ ସେ ଉତ୍ତର ପ୍ରଦେଶର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ମୁସଲିମ ହୋଇଥିଲେ ମଧ୍ୟ ସଂସ୍କୃତ ଭାଷା ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଛି।…

ସୁଦାନରୁ ଆଉ ୧୯୨ ଭାରତୀୟ ଉଦ୍ଧାର

ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଜଣ ଭାରତୀୟଙ୍କୁ ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍‌ ଷ୍ଟପ ୨୪ ଘଣ୍ଟାର ଅପରେସନ ଦ୍ୱାରା ଭାରତରେ ପହଞ୍ଚା ଯାଇଛି। ଅପରେସନ ବେଳେ କେବଳ…

‘ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଛି ବିଜେପି’

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଯୋଜନା କରୁଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଅନୁଗତ ଏଥିନିମନ୍ତେ ପ୍ରସ୍ତୁତ କରୁଛନ୍ତି ଯୋଜନା । କଂଗ୍ରେସ ପ୍ରତି କର୍ଣ୍ଣାଟକବାସୀଙ୍କ ଭଲ ପାଇବା ଦେଇ…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାରାମୁଲା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ…

ବାହା ହେବାକୁ ଜିଦ୍‌ କରି ବାପାକୁ ହତ୍ୟା କଲା ପୁଅ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ତିହାଡିପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ବାହା କରାଇଦେବାକୁ ଜିଦ୍ କରୁଥିବା ପୁଅ ଘଟାଇଛି ଅଘଟଣ। ଜିଦ୍ ପୂରଣ ନକରିବାରୁ ବାପାକୁ ହତ୍ୟା କରିଛି ପୁଅ। ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ମୃତକ ତିହାଡିପାଲିର ପରମାନନ୍ଦ ନାଏକ।…

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପରେ ଘନୀଭୂତ ହୋଇ ୯ ତାରିଖରେ ଅବପାତ ରୂପ ନେଇପାରେ । ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ…

ଉଦାରତା ଏବଂ ସହଯୋଗ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରିବ: ରାଷ୍ଟ୍ରପତି

ବାରିପଦା: ଛାତ୍ରଛାତ୍ରୀମାନେ ଜୀବନରେ ଆଗକୁ ବଢ଼ିବା ସମୟରେ ସେମାନେ ଯେତେବେଳେ ପଛକୁ ଫେରି ଚାହିଁବେ, ସେମାନେ ଏମିତି କିଛି ଲୋକଙ୍କୁ ଦେଖିବାକୁ ପାଇବେ ଯେଉଁମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିବା ଲାଗି ସମର୍ଥ ନୁହନ୍ତି। ବଞ୍ଚିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା…