March 2024

ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ: ମାଓ ସାମଗ୍ରୀ ଜବତ, କ୍ରସ ଫାଇରିଂରେ ଜଣେ ସ୍ଥାନୀୟ ମହିଳା ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ବୋଡଗା ଜଂଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା…

ମେଣ୍ଟକୁ ନେଇ ବିଜେଡ଼ିରେ ନିରବଚ୍ଛିନ୍ନ ନୀରବତା ଅବ୍ୟାହତ

ଭୁବନେଶ୍ବର : ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ବିଗତ ଏକ ସପ୍ତାହ ଧରି ସମ୍ଭାବ୍ୟ ମେଂଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ…

ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା- ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି…

ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ – ମନମୋହନ ସାମଲ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିବା ପରେ ଆଜି ସକାଳେ ମାପିଚୁପି ମନ୍ତବ୍ୟ ରଖିଥିବା ବିଜେପି ସଭାପତି ମନମୋହନ ସାମଲ କିନ୍ତୁ ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି। ମଧ୍ୟାହ୍ନ ସମୟରେ ମନମୋହନ ଦେଇଥିବା ମନ୍ତବ୍ୟରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ…

ଇନ୍ଫୋସିଟି ପୁଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର: କମିସନରେଟ ପୁଲିସ ଅଧୀନ ଇନ୍‌ଫୋସିଟି ଥାନାକୁ ବଡ଼ ସଫଳତା ମିଳିଛି। ପୁଲିସ ଟିମ୍‌ ହାତରେ ଡକାୟତି ଗ୍ୟାଙ୍ଗ ଧରାପଡ଼ିଛନ୍ତି। ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା। କଦମ ଜାମିନରେ ଆସିବା ପରେ…

ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି: କଂଗ୍ରେସ

ଭୁବନେଶ୍ବର: ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବିତ ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ବୟାନ ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି। ଯଦି ଘୋଷିତ ମେଣ୍ଟ ନ…

ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ମୃତଦେହ ସହ ୩ ଦିନ ରହିଥିଲେ ସ୍ୱାମୀ!

ଭୁବନେଶ୍ବର : ନିଶା ଉଜାଡ଼ି ଦିଏ ଘର, ଦ୍ୱାର ଓ ପରିବାର। ଏ କଥା ଆମେ ଶୁଣିଛୁ। ହେଲେ ବାସ୍ତବରେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି। ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍‌ ସ୍ୱାମୀ!…

ଜାଣନ୍ତୁ – କେଉଁ ସବୁ ଖେଳାଳି ଖେଳିବେନି ଆଇପିଏଲ

ନୂଆଦିଲ୍ଲୀ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ହ୍ୟାରୀ…

୨୩ ପ୍ରଜାତିର କୁକୁର ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ : ଆଉ ରଖିପାରିବେନି ପିଟ୍‌ ବୁଲ୍‌ କୁକୁର। କେବଳ ପିଟ୍‌ ବୁଲ୍‌ ନୁହନ୍ତି ଆମେରିକାନ ବୁଲ ଡଗ୍‌କୁ ମଧ୍ୟ ଆଉ ଘରେ ପୋଷି ପାରିବେନି। ଏହି କୁକୁରମାନଙ୍କୁ ରଖିବା ଉପରେ ଲାଗିଛି ବ୍ୟାନ୍। କେବଳ ଏହି ଦୁଇଟି ନୁହେଁ ପାଖାପାଖି…

ଭାରତୀୟଙ୍କ ଆୟୁଷ ଓ ମୁଣ୍ଡ ପିଛା ଆୟ ବଢ଼ିଛି, ପ୍ରଶଂସା କଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ : ଭାରତରେ ଲୋକଙ୍କ ହାରାହାରି ଆୟୁଷ ୨୦୨୨ରେ ୬୭.୭ ବର୍ଷ ରହିଛି। ବର୍ଷକ ତଳେ ଏହା ୬୨.୭ ରହିଥିଲା। ସେହିପରି ଭାରତୀୟଙ୍କ ମୋଟ ଜାତୀୟ ଆୟ (ଜିଏନଆଇ ମୁଣ୍ଡ ପିଛା) ମଧ୍ୟ ବର୍ଷକ ମଧ୍ୟରେ ୬.୩% ବଢ଼ି ୬୯୫୧ ଡଲାର…