ସୀମାରେ ଶାନ୍ତି ସ୍ଥାପନ ପାଇଁ ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ୨୯ତମ କୂଟନୈତିକ ବୈଠକ ଅନୁଷ୍ଠିତ। ସୀମା ବିବାଦ ମଧ୍ୟରେ LACରେ ଶାନ୍ତି ପାଇଁ ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ…

କମଳନାଥଙ୍କ ପୁଅ ୭୦୦ କୋଟିର ମାଲିକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ପୁଅ ନକୁଲ ୨୦୧୯ ଭଳି ୨୦୨୪ରେ ମଧ୍ୟ ଛିଣ୍ଡୱାରା ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ। ୨୦୧୯ରେ ସେ ମଧ୍ୟପ୍ରଦେଶରୁ ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନରେ…

ଇଡି ମୋ ସ୍ବାମୀଙ୍କୁ ହଇରାଣ କରୁଛନ୍ତି, ସେ ବହୁତ ଅସୁସ୍ଥ ଅଛନ୍ତି:ସୁନୀତା

ନୂଆଦିଲ୍ଲୀ,୨୮।୩: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି ଏବଂ ତାଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଯାଇଛି। କୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଗଣମାଧ୍ୟମକୁ କହିଛନ୍ତି ଯେ…

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର ଉଦ୍ଧବ ବାଲାସାହେବ ଠାକରେଙ୍କ ପ୍ରାର୍ଥୀ ଅମୋଲ କୀର୍ତ୍ତିକରଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି…

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ ପର୍ଯ୍ୟାୟରେ ୮ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ୧୯ ଏପ୍ରିଲରେ…

କେତେ ଆଉ ମିଛ କହିବ? ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ ପ୍ରକାଶ ଆମ୍ବେଦକର

ମୁମ୍ବାଇ: ବଞ୍ଚିତ ବହୁଜନ ଅଘାଡି (ଭିବିଏ) ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଆଜି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିସହ ସେ ଶିବସେନା (ୟୁବିଟି) ସାଂସଦ ମିଥ୍ୟା କହିଥିବାର ଅଭିଯୋଗ କରିଛନ୍ତି। ଆମ୍ବେଦକର କହିଛନ୍ତି, ଆପଣ ସଞ୍ଜୟ ରାଉତ…

ଅନ୍ୟକୁ ଡରେଇବା-ଧମକାଇବା କଂଗ୍ରେସର ସଂସ୍କୃତି: ମୋଦୀ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇନଜୀବୀମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ନ୍ୟାୟାଳୟ ଉପରେ ଏକ ଗୋଷ୍ଠୀ ପ୍ରଭାବ ପକାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି…

ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସଂଗୀନ ଅଭିଯୋଗ ଆଣିଲେ ସୀତା ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ମାମଲାର ତଦନ୍ତ କରିନଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସୀତାଙ୍କର…

ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା : ଅନ୍ୟତମ ଅଭିଯୁକ୍ତ ମୁଜାମ୍ମିଲ ସରିଫକୁ ଗିରଫ କଲା ଏନଆଇଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ଜାରି ଏକ ବିବୃତିରେ ଏନଆଇଏ କହିଛି ଯେ ମୁଜାମ୍ମିଲ ସରିଫ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଯିଏକି…

ଚାଇନାର ଅରୁଣାଚଳ ଦାବିକୁ ଭିତ୍ତିହୀନ କହିଲା ଭାରତ

ନୂଆଦିଲ୍ଲୀ : ଭାରତର ଅରୁଣାଚଳ ପ୍ରଦେଶକୁ ନେଇ ଚାଇନା ବାରମ୍ବାର କରୁଥିବା ଦାବି ଉପରେ ଆଜି ନୂଆଦିଲ୍ଲୀ ଜବାବ ରଖିଛି। ଚାଇନାର ଦାବିକୁ ଭାରତ ସରକାର ଭିତ୍ତିହୀନ ବୋଲି କହିଛନ୍ତି। ଭାରତର ଆଭିମୁଖ୍ୟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ…