ବଦଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ନାଁ!
ବାଙ୍ଗାଲୋର : ଆଉ ଗୋଟିଏ ସପ୍ତାହ ପରେ ଆଇପିଏଲର ୨୦୨୪ ସଂସ୍କରଣ ଆରମ୍ଭ ହେବ। ଏହି ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନୂଆ ନାଁରେ ଖେଳିପାରେ। ପ୍ରାଞ୍ଚାଇଜ ପକ୍ଷରୁ ଗୋଟିଏ ପ୍ରମୋସନାଲ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରୁ ସଙ୍କେତ…