ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା…

ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ରକ୍ତମୁଖା ହୋଇଛନ୍ତି। ଜିଲ୍ଲାର ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ମାଓବାଦୀ ମାନେ ଦମ୍ପତିକୁ ହତ୍ୟା କରିଛନ୍ତି। ମୃତ ଦମ୍ପତିଙ୍କ ନାମ ଡାହିରା କହଁର ଏବଂ ତାଙ୍କ ପତ୍ନୀଙ୍କ ନାମ ବତସୀ…

ବିଜେପି-ବିଜେଡି ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ: ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ଦଳ ୮୦ରୁ ଅଧିକ…

ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ। ସହରରେ କେହି ଝୁମ୍ପୁଡ଼ି ଘରେ ରହିବେ ନାହିଁ। ଏଥିପାଇଁ ଆବାସ ଯୋଜନା ଜରିଆରେ…

ରାଜ୍ୟରେ ୧୧ରୁ ବଢିବ ତାତି

ଭୁବନେଶ୍ବର : ୨ ଦିନ ପରେ ରାଜ୍ୟରେ ପୁଣି ବଢିବ ତାତି। ଆଗାମୀ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।…

ବଡଦେଉଳରୁ ଖସିଲା ପଥର

ପୁରୀ : ବଡଦେଉଳରୁ ଖସିଛି ପଥର। ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଆଜି ଭୋରରୁ ଏକ ପଥର ଖସିଛି। ପଥରଟି ଖସି ଏକାଦଶୀ ମନ୍ଦିର ଟିଣ ଛାତରେ ପଡ଼ିଥିଲା। ପରେ ପଥରଟି ତଳେ ପଡ଼ିଯାଇଥିଲା। ପଥର ଓଜନ ପ୍ରାୟ ଏକ…

‘ମେଣ୍ଟ ହେଉ କି ନ ହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟ୍‌ରେ ଜିତିବ’

ଭୁବନେଶ୍ବର : ମେଣ୍ଟ ବାବଦରେ ଆମେ ଶୁଣୁଛୁ। ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ। ମେଣ୍ଟ ହେଉ କି ନହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟରେ ଜିତିବାର ଜିତିବାର ଅଛି। ଆଜି ଏପରି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ…

ଧକ୍କା ହେବା ପରେ ଜଳିଗଲା ୨ ବାଇକ୍

ଭଦ୍ରକ : ଗୋଟିଏ ବାଇକ୍‌କୁ ପଛରୁ ପିଟିଲା ଆଉ ଏକ ବାଇକ୍। ଏହା ପରେ ଦୁଇଟି ଯାକ ବାଇକ୍‌ରେ ଲାଗିଯାଇଥିଲା ନିଆଁ। ଏହି ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା…

ବିଜେଡିକୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ- ଦମ୍‌ ଅଛି ତ ଏକା ଲଢ଼

ଭୁବନେଶ୍ବର : ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଗତକାଲି ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ପକ୍ଷରୁ ଗତକାଲି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର…

ପରିବାର ଲୋକଙ୍କ ସହ ଭୋଜି କରିବାକୁ ଆସି ଇବ୍ ନଦୀରେ ବୁଡ଼ିଗଲେ ୩ ନାବାଳକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସେମିନାରେ ୩ ଜଣ ନାବାଳକ ଇବ୍ ନଦୀରେ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରି ନାହିଁ। ଏହି ତିନି ନାବାଳକଙ୍କ ମଧ୍ୟରୁ ଜଣଙ୍କୁ ୧୫ ବର୍ଷ ହୋଇଥିବା…