ଏସସିବିରେ ହେଲା ବିରଳ ଅସ୍ତ୍ରୋପଚାର ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର

କଟକ: କଟକ ବଡ଼ ମେଡିକାଲରେ ବିରଳ ଅପରେସନ୍ ହୋଇଛି। କଟକ SCB ମେଡିକାଲ କଲେଜ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ଏହାର ନାଁ ହେଲା ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର’। ଏପରି ଅପରେସନ୍ ରାଜ୍ୟରେ ପ୍ରଥମ…

କୁଆ ପଥର ପାଇଁ ଓଡ଼ିଶାକୁ ଆଲର୍ଟ

ଭୁବନେଶ୍ବର : ତାଣ୍ଡବ ରଚିବ କାଳ ବୈଶାଖୀ । କୁଆ ପଥର ହେବା ନେଇ ଓଡ଼ିଶାକୁ କରିଛି ଆଲର୍ଟ। ରାଜ୍ୟରେ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ଓ କୁଆ ପଥର ମାଡ ହେବ ବୋଲି ଆଲର୍ଟ କରିଛି…

ଏଥର ମୁଁ ରାଷ୍ଟ୍ରପତି ନହେଲେ ରକ୍ତପାତ ହେବ

ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାରିଖ ହେବାକୁ ଯାଉଛି। ଯଦି ନିର୍ବାଚନରେ ମୁଁ ରାଷ୍ଟ୍ରପତି ଭାବେ ବିଜୟୀ ନ ହୁଏ ତେବେ ରକ୍ତପାତ ହେବ। ଏହି ଦିନ ସମଗ୍ର ଦେଶ ପାଇଁ ରକ୍ତପାତର ଦିନ…

ପିଲା ଚୋରି ସନ୍ଦେହ, ଦୁଇ ଯୁବକଙ୍କୁ ନିର୍ଧୁମ ଛେଚିଲେ

ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ। ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି। କୋରାପୁଟ ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା। ହାତ ବାନ୍ଧି ୨ ଯୁବକଙ୍କୁ ନିସ୍ତୁକ ମାଡ଼…

୨ ନକଲି ED ଅଧିକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ

ଭୁବନେଶ୍ୱର : ନିଜକୁ ଇଡି ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଚୁନ ଲଗାଇଥିବା ୨ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ର ସ୍ପେଶାଲ ଟାସ୍କଫୋର୍ସ । ୨ ଅଭିଯୁକ୍ତ ହେଉଛନ୍ତି ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର…

ନିର୍ବାଚନ ପୂର୍ବରୁ କେସିଆର୍‌ଙ୍କୁ ଝଟ୍‌କା, ରେବନ୍ଥଙ୍କ ହାତ ଧରିଲେ BRS ସାଂସଦ

ଲୋକସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି। ଆରମ୍ଭ ହୋଇଗଲାଣି ନେତାଙ୍କ ଇସ୍ତଫା। ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ମିଶିଲେଣି। ତେଲେଙ୍ଗାନାରେ ମଧ୍ୟ ଏଭଳି କିଛି ମାମଲା ସାମ୍ନାକୁ ଆସିଛି। ଲୋକସଭା ନିର୍ବାଚନ ପୂର୍ବରୁ କେସିଆର୍‌(କେ. ଚନ୍ଦ୍ରଶେଖର ରାଓ) ଙ୍କ ଦଳ…

ବିଜେଡ଼ିରେ ଯୋଗଦେଲେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷାଙ୍କ ସମେତ ୯ କାଉନସିଲର

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ…

ସରକାରଙ୍କ ଇସାରାରେ କାମ କରୁଛି ନିର୍ବାଚନ ଆୟୋଗ : କପିଲ ସିବଲ

'ସରକାରଙ୍କ ଇସାରାରେ କାମ କରୁଛି ନିର୍ବାଚନ ଆୟୋଗ।' ଏଭଳି କିଛି ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ। ନିର୍ବାଚନ ବଣ୍ଡ ପ୍ରସଙ୍ଗରେ ସେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ।…

ଭୁବନେଶ୍ବର ଜାଗମରା କାନାଡ଼ା ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ନୂଆ ନୂଆ କୌଶଳ ଆପଣାଉଛନ୍ତି। କିଛି ଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା ୯ ଜଣ ଲୁଟେରାଙ୍କୁ ବାନ୍ଧିଥିଲା କମିସନରେଟ ପୋଲିସ । ଘର, ଆପାର୍ଟମେଣ୍ଟ ପରେ ଏବେ ସେମାନଙ୍କ ନଜର ଏଟିଏମ୍‌ କାଉଣ୍ଟର ଓ…

ଇଲେକ୍ଟୋରାଲ ବଣ୍ଡ: ନୂଆ ତଥ୍ୟ ଜାରି କଲେ ନିର୍ବାଚନ ଆୟୋଗ

ପ୍ରକାଶ ପାଇଲା ନିର୍ବାଚନୀ ବଣ୍ଡର ନୂଆ ତଥ୍ୟ। ରବିବାର ଭାରତୀୟ ନିବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ତଥା ନିର୍ବାଚନୀ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି। ଏହି ତଥ୍ୟକୁ ଏକ ସିଲ୍‌ ହୋଇଥିବା ଲଫାପାରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦ୍ୱାରା…