ରାଜଧାନୀର ଦୁଇ ନିଶା ଦିଆ ଲୁଟେରା ଗିରଫ

ଭୁବନେଶ୍ୱର : ମିଠା ମିଠା କଥା କହି ଅଟୋରେ ବସାଉ ଥିଲେ। ଆଉ ପରବର୍ତ୍ତୀ ସମୟରେ ଥଣ୍ଡା ପାନୀୟରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀର ଏପରି ଦୁଇ ଲୁଟେରାଙ୍କୁ ଆଜି ଧରି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାରେ…

ଅନେକ ସମୟରେ ନୂଆ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ପୁରୁଣା ବୋଲରଙ୍କୁ ଛକା ଓ ଚୌକା ମାରି ଦେଉଛନ୍ତି: ସଂତୃପ୍ତ ମିଶ୍ର

କଟକ: ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଜି କଟକରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ନେଇ ତୁଳସୀପୁରରେ ଏକ କର୍ମୀ ସମ୍ମିଳନୀରେ ସମସ୍ତଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ…

ମୁଁ ମୁଲାୟମଙ୍କ ଉତ୍ତରାଧିକାରୀ: ନିରହୁଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜମଗଡ ସଦର ଲୋକସଭା ଆସନରୁ ବିଜେପି ସାଂସଦ ତଥା ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଏବେ ଜୋରସୋରରେ ପ୍ରଚାର ଚଳାଇଛନ୍ତି | ତେବେ ନିରହୁଆ ଆଜି ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର…

ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେଲେ ମମତା

ପାଖେଇ ଆସିଲାଣି ଲୋକସଭା ନର୍ବାଚନ। ଏଥିପାଇଁ ଜୋରସୋର୍‌ରେ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ। ଏହାର ଭିତରେ ଆରୋପ ପ୍ରତ୍ୟେରୋପ ମଧ୍ୟ ଆରମ୍ଭ ହୋଇସାରିଛି। ଏହିକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଦେଇଛି ଖୋଲା ଚ୍ୟାଲେଞ୍ଜ। ବିଜେପିର ୪୦୦ ପାର୍‌…

ଭୁବନେଶ୍ବରରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ଚା’ ଦୋକାନୀଙ୍କ ଉପରେ ଚଢ଼ିଗଲା ଦାମୀ କାର୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ରବିବାର ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଛି। ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା। ସୂଚନା ଅନୁସାରେ…

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେନି ଗୋବିନ୍ଦା!

ଲୋକସଭା ନିର୍ବାଚନ ଲଢି ନପାରନ୍ତି ଗୋବିନ୍ଦା। ମାର୍ଚ୍ଚ ୨୮ରେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ଯୋଗ ଦେଇଥିବା ଅଭିନେତା ଗୋବିନ୍ଦା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରିବର୍ତ୍ତେ ପ୍ରଚାର…

ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ନେତା ଉମାକାନ୍ତ ସାମନ୍ତରାୟ

ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ୍ ଅଧିନସ୍ଥ ୧୧ ଗୋଟି ପଞ୍ଚାୟତରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବ୍ରହ୍ମଗିରି ବିଜେଡ଼ି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ…

‘ମ୍ୟାଚ୍ ଫିକ୍ସିଂ ହୋଇଛି, ନହେଲେ ୪୦୦ ପାର୍ ନାରା ସମ୍ଭବ ନୁହେଁ’

ବିଜେପିର ୪୦୦ ପାର୍ ନାରାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମ୍ୟାଚ୍ ଫିକ୍ସିଂ ବିନା ଦଳର '୪୦୦ ପାର୍ ନାରା ସମ୍ଭବ ନୁହେଁ' ବୋଲି ରାହୁଲ ଗାନ୍ଧୀ କଟାକ୍ଷ କରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, '୪୦୦ ପାର୍'…

ପଦ୍ମ ଧରିଲେ ଆକାଶ ଦାସନାୟକ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ । ଗତକାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ…

ଚନ୍ଦ୍ରଗିରି ଜଙ୍ଗଲରେ ହାତୀର ମୃତ୍ୟୁ

ଭଞ୍ଜନଗର : ସକାଳେ ଏକା ଏକା ବୁଲୁଥିଲା । ମଧ୍ୟାହ୍ନରେ ଆଖି ବୁଜିଲା, ଦନ୍ତା ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ବେରୁହାଁବାଡି ଗାଁକୁ ଲାଗିରହିଥିବା ଚନ୍ଦ୍ରଗିରି ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି । ଆଜି…