‘କେଜ୍ରିୱାଲଙ୍କ ପାଖରେ ସମୟ ଖୁବ କମ୍‌, ପତ୍ନୀ ହେବେ ମୁଖ୍ୟମନ୍ତ୍ରୀ’

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟିବେ। ତାଙ୍କ ପାଖରେ ବହୁତ କମ ସମୟ ବା ସୀମିତ ରହିଛି। ଏଥିପାଇଁ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ପଦ ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କେନ୍ଦ୍ରମନ୍ତ୍ରୀ ହରଦୀପ…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅସମ୍ଭବ ଭିଡ଼, ଖରାରେ ସିଝିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଆଜି ପୁରୀରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ଛୁଟି ଦିନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଲି ଲାଗିଥିଲା । ଫଳରେ ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା…

କୋଟିଆରେ ଡ଼ିଜିଟାଲ ମିଟର ଲଗାଇଲା ଆନ୍ଧ୍ର

କୋରାପୁଟ: ନିର୍ବାଚନ ପୂର୍ବରୁ ଆନ୍ଧ୍ରର ଆଉ ଏକ ଚାଲ୍ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି । ଆଗକୁ ଭୋଟ୍ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟର…

ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲା, ଆଠ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲାରେ ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ…

ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’

ସମ୍ବଲପୁର: ସମ୍ବଲପୁର ଲୋକ ସଭା ଆସନରୁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିରୁ ଟିକେଟ୍ ମିଳିବା ପରେ ସମ୍ବଲପୁର ଗସ୍ତ କରିଛନ୍ତି । ସମର୍ଥକ ମାନଙ୍କ ସହ ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ଏହି ଅବସରରେ…

କଂଗ୍ରେସକୁ ୧୮୨୩ କୋଟିର ଆୟକର ନୋଟିସ୍‌

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା। ଟିକସ ନ ଦେବା ଅଭିଯୋଗରେ କଂଗ୍ରେସର ଆକାଉଣ୍ଟକୁ ଆୟକର ବିଭାଗ ଫ୍ରିଜ୍‌ କରିଛି। ଏବେ ପୁଣିଥରେ ଆୟକର ବିଭାଗ ଦଳକୁ ୧୮୨୩ କୋଟି ଟଙ୍କାର ନୋଟିସ କରିଛି। ଆୟକର ବିଭାଗର ଟିକସ…

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ, ବୋମା ତିଆରି କାରଖାନା ଠାଵ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ କରିଛି ଜଟଣୀ ପୋଲିସ । ବୋମା ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥି ସହ ବୋମା ତିଆରି କାରଖାନାକୁ ଠାଵ କରିଛି ପୋଲିସ । ଉମାକାନ୍ତ…

ଡକାୟତି ଯୋଜନା ପଣ୍ଡ, ପୋଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଜଟଣୀ: ଡକାୟତି ଯୋଜନା ପଣ୍ଡ କଲା କମିଶନରେଟ୍ ପୋଲିସ । ବଡ ଧରଣର ଲୁଟ୍ ପାଇଁ ଯୋଜନା କରୁଥିବାବେଳେ କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା, ସ୍କର୍ପିଓ କାର,…

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

ବଲାଙ୍ଗିର : ଶଙ୍ଖ ଫୁଙ୍କିଲେ ସୁରେନ୍ଦ୍ର।  ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି ୩ ଥରର ବିଧାୟକ ସୁରେନ୍ଦ୍ର ସିଂ…

ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର: ବିଜେପି ଛାଡିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି ।…