ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ
ଭୁବନେଶ୍ବର : ପଦ୍ମ ଧରିଲେ ପୂର୍ବତନ ହକି ଟିମ୍ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ…
ଭୁବନେଶ୍ବର : ପଦ୍ମ ଧରିଲେ ପୂର୍ବତନ ହକି ଟିମ୍ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ…
ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ନିର୍ବାଚନ ବିଗୁଲ୍ ବଜାଇଛନ୍ତି। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରାମେଶ୍ବର ଷ୍ଟାଡିୟମ୍ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାରେ ଖଣିଜ…
ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଲୋକସଭା ନିର୍ବାଚନ ଜାରି ରହିଛି। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥର ଓଡିଶା ନିର୍ବାଚନରେ ଲୁଙ୍ଗି ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଯେତେବେଳେ ବିଜେଡି ନେତା ସସ୍ମିତ ପାତ୍ର ଏବଂ ପ୍ରକାଶ…
ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଜନସଭାକୁ ସେ ସମ୍ବୋଧନ କରିବେ। ଏହା ପୂର୍ବରୁ ଆସିଛି ଅମିତ ଶାହଙ୍କ ଓଡ଼ିଶା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଆସିଛି। ଏପ୍ରିଲ ୨୫ ତାରିଖ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡ଼ାର…
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ବଡ ଆକ୍ସନ ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ। ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆର୍ବିଆଇ କଟକଣା…
ଭୁବନେଶ୍ବର: ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡ଼ିଶା। ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।…
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା ଘର । ଏଥିୁରେ ପ୍ରାୟ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନି…
‘ଆମେ ନିର୍ବାଚନକୁ କଣ୍ଟ୍ରୋଲ କରିପାରିବୁ ନାହିଁ। କୌଣସି ସନ୍ଦେହ ଆଧାରରେ ନିର୍ଦ୍ଦେଶ ଜାରି କରାଯାଇ ପାରିବ ନାହିଁ। ଅଦାଲତ ନିର୍ବାଚନର ନିୟନ୍ତ୍ରଣ ଅଥରିଟି ନୁହନ୍ତି।’ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଓ ଭିଭିପାଟ୍ ସ୍ଲିପ୍ ସମ୍ବନ୍ଧରେ ହୋଇଥିବା ଆବେଦନର ରାୟକୁ ସଂରକ୍ଷିତ ରଖି…
କରଞ୍ଜିଆ : ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି…
ମୁମ୍ବାଇ: ଦୁର୍ନୀତି ମୁକ୍ତ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ୨୫ ହଜାର କୋଟି ଏମ୍ଏସ୍ସିବି ବ୍ୟାଙ୍କ ଦୁର୍ନୀତିରେ ସୁନେତ୍ରାଙ୍କୁ କ୍ଲିନ୍ ଚିଟ୍ ମିଳିଛି। ବୁଧବାର ମହାରାଷ୍ଟ୍ର ପୁଲିସର ଆର୍ଥିକ ଅପରାଧ ଶାଖା ସୁନେତ୍ରାଙ୍କୁ କ୍ଲିନ ଚିଟ୍…