ଏନସିଇଆରଟି ପାଠ୍ୟ ପୁସ୍ତକରେ ଏଏପିକୁ ଜାତୀୟ ପାର୍ଟି ମାନ୍ୟତା, ତାଲିକାରୁ କଂଗ୍ରେସ-ଏନସିପି ବାହାର

ନୂଆଦିଲ୍ଲୀ: ପରିବର୍ତ୍ତିତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଆମ୍ ଆଦମୀ ପାର୍ଟି(ଏଏପି)କୁ ଜାତୀୟ ପାର୍ଟିର ମାନ୍ୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ କଂଗ୍ରେସ, ଏନସିପି, ଟିଏମସି ଏବଂ ସିପିଆଇ ଭଳି ରାଜ‌ନୈତିକ ଦଳଙ୍କୁ ଜାତୀୟ ପାର୍ଟି ତାଲିକାରୁ ବାଦ୍ ଦିଆଯାଇଛି। ପ୍ରଥମ ଥର ପାଇଁ…

୮ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଚେତାବନୀ

ଭୁବନେଶ୍ୱର : ବିଜୁଳି ଘଡ଼ଘଡ଼ି ଓ ଝଡ଼ପବନ ନେଇ ଚେତାବନୀ । ୮ ଜିଲ୍ଲାକୁ ଚେତାବନୀ ଜାରିକଲା ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାର…

କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମକୁ ପହଞ୍ଚିଲା ଇଭିଏମ

ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ। ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଛି ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି…

ମୁଁ ବିଜେପିରେ ଅଛି : ଦିଲୀପ ରାୟ

ଦିଲ୍ଲୀରୁ ଫେରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ…

ଗାଡ଼ିରେ କଳାକାଚ ଲାଗିଥିଲେ ଗଣିବେ ଜୋରିମାନା

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଗାଡ଼ିର କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ…

୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ : ତୋମାର

ଭୁବନେଶ୍ୱର  : ଦୁଇ ତିନି ଦିନ ଭିତରେ ଆସିବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏହା କହିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ…

ଆପ୍‌ରେ କମ୍ପନ, ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍‌ ଯିବା ପରେ ଆମ୍‌ ଆଦମୀ ପାର୍ଟିରେ ସବୁ କିଛି ଠିକ୍‌ ନାହିଁ। ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜ କୁମାର ଆନନ୍ଦ ମନ୍ତ୍ରୀ ପଦ ଛାଡିଛନ୍ତି। କେବଳ…

ପୋଲିସ-ମାଓ ଗୁଳି ବିନିମୟ ଘଟଣା: ଛତ୍ରଭଙ୍ଗ ଦେଲେ ୧୫ରୁ ଉର୍ଦ୍ଧ୍ୱ ମାଓବାଦୀ

ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଦୁଇ ଥର ନିଜ ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ଡିଭିଏଫ୍-ଏସଓଜି ଓ ସିଆରପିଏଫ୍ ଟିମ୍ ର ମିଳିତ କମ୍ବିଂ ଅପରେସନ କରଯାଇଥିବା…

ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୁଚିଣ୍ଡା : ସେପଟେ କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର । ପ୍ରଥମେ କୁଚିଣ୍ଡା ବାନ୍ଦୁବାସ ସ୍ଥିତ ହନୁମାନ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ଏହାପରେ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କୁ ଭୋଟ ଭିକ୍ଷା କରିବେ ।…

ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି।…