ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ ଦେଇଥିଲା, ଯାହା ପରେ ଦେଶ ଯେମିତି ସ୍ଥିର ହୋଇଗଲା। ପ୍ରବଳ ବର୍ଷା ପରେ ଅନେକ…

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଭୋଟରଙ୍କୁ ନିର୍ବାଚନ ଆୟୋଗର ଆବେଦନର ଭିଡିଓ ଅନୁଯାୟୀ, ଦେଶର ମୁଖ୍ୟ…

ଆପ ନେତା ଅମାନତୁଲ୍ଲା ଖାଁ ଗିରଫ, ଓ୍ବାକଫ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ଆମ ଆଦମି ପାର୍ଟି ପାଇଁ ଗୋଟିକ ପରେ ଗୋଟିଏ ବିପଦ ମାଡ଼ିଆସୁଛି । ଦଳର ବିଧାୟକ ଅମାନତୁଲ୍ଲା ଖାଁଙ୍କୁ ଇଡି ଗିରଫ କରିଛି। ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଛି।…

କଂଗ୍ରେସ ଇତିହାସରେ ପ୍ରଥମ: ସବୁଠାରୁ କମ ସଂଖ୍ୟକ ଆସନରେ ଲଢ଼ିବ ଦଳ

ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷ ପରେ..। ଏହି ଡାଏଲଗ ଏବେ କଂଗ୍ରେସ ପାଇଁ ଲାଗୁ ହେବାକୁ ଯାଉଛି। କାରଣ ଦେଶର ସର୍ବପୁରାତନ ରାଜନୀତିକ ଦଳ ଏବେ ତା’ ଇତିହାସରେ ସବୁଠାରୁ କମ ସଂଖ୍ୟକ ଆସନରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି।…

ଦକ୍ଷିଣ ଭାରତରେ ବିଜେପି ମୋଟ ୧୩୦ ଲୋକସଭା ଆସନରୁ ଅତି ବେଶୀରେ ୧୫ଟିରେ ହିଁ ଜିତିପାରିବ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ଚେନ୍ନାଇ : ଆସନ୍ତାକାଲି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ତାମିନାଲଡୁର ସମସ୍ତ ୩୯ ଆସନ ସହ ଦେଶର ୧୦୨ଟି ଲୋକସଭା ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪୦୦ ପାର୍‌ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପି ପାଇଁ…

ଇରାନ ଜବତ କରିଥିବା ଜାହାଜରୁ ଜଣେ ଆସିଲେ, ଆଉ ୧୬ ଭାରତୀୟ କେବେ ଆସିବେ?

ନୂଆଦିଲ୍ଲୀ : ଇସ୍ରାଏଲ ସହ ତିକ୍ତତା ମଧ୍ୟରେ ଇରାନ Strait of Hormuz ନିକଟରୁ ଜବତ କରିଥିବା ଜାହାଜରେ ଫସିଥିବା ଜଣେ ଭାରତୀୟ ମହିଳା ଆଜି ସ୍ୱଦେଶ ଫେରିଛନ୍ତି। ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ…

ଆପ୍‌ ଆଣିଲା ବଡ଼ ଅଭିଯୋଗ: ଜେଲ ଭିତରେ କେଜ୍ରିୱାଲଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍‌ ପକ୍ଷରୁ…

ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ?

ନିମାପଡ଼ା: ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର…

ଇନ୍ଦିରା ଗାନ୍ଧିଙ୍କ ଭଳି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଅସିଦ୍ଧ ହୋଇପାରେ, ଫାଇଭ-ଟିରେ ୪୦ହଜାର କୋଟିର ଦୁର୍ନୀତି: ବିଜେପି

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବିଜେଡି ସପକ୍ଷରେ ଖୁଲମଖୁଲା ନିର୍ବାଚନ କାର୍ଯ୍ୟ ଜାରି ରଖିଛନ୍ତି । ୧୯୭୧ ମସିହାରେ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତକାଳୀନ ପ୍ରଶାସନିକ…

ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ…