କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା, ଗୋଡ଼ରେ ବନ୍ଧା ହୋଇଛି ସ୍ଵତନ୍ତ୍ର GPS

ଢେଙ୍କାନାଳ: କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୁଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୁଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି। ଏକ ଏକ୍ସପୋର୍ଟ…

ରାଜନେତା ଭାଇ ପଓ୍ଵନ କଲ୍ୟାଣଙ୍କ ଦଳକୁ ନିର୍ବାଚନ ଲଢ଼ିବାକୁ ୫ କୋଟି ଟଙ୍କା ଦାନ କଲେ ଅଭିନେତା ଚିରଞ୍ଜୀବୀ

ଅମରାବତୀ: ଲୋକସଭା ନିର୍ବାଚନ ପୂର୍ବରୁ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଭିନେତା ଚିରଞ୍ଜୀବୀଙ୍କ ସାନ ଭାଇ ପୱନ କଲ୍ୟାଣ ଟିଡିପି ଏବଂ ବିଜେପି ସହିତ ଲୋକସଭା ଏବଂ…

ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ଧମକାଉଛି ବିଜେପି : ସସ୍ମିତ ପାତ୍ର

ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ବିଜେପି ନେତା ଧମକାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟରେ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଧମକ ଦିଆଯାଉଛି । ତାଙ୍କ ପାଇଁ…

ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ!

ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟ୍‌ରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି…

୫ କଲରା ପତରିଆ ବାଘ ଛାଲ ଜବତ

ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌ । ବେପାରୀ ସାଜି ପହଞ୍ଚିଲେ ବନ କର୍ମଚାରୀ। ବହୁ ସମୟ ପରେ ଫାଲନାଲ୍‌ ହେଲା ଡିଲ୍‌ । ମାତ୍ର ବାଘ ଛାଲ ବିକ୍ରି ପୂର୍ବରୁ ଅଭିଯୁକ୍ତଙ୍କୁ ମାଡ଼ି ବସିଲେ ବେପାରୀ ବେଶରେ ଥିବା…

ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି ଟିମ୍‌, ଇଡି ଓ ସିବିଆଇ ମୁଖ୍ୟଙ୍କ ବଦଳି ପାଇଁ କଲା ଦାବୀ

ନୂଆଦିଲ୍ଲୀ: ସିବିଆଇ, ଏନଆଇଏ, ଇଡି ଓ ଆୟକର ବିଭାଗର ମୁଖ୍ୟମାନଙ୍କ ପରିବର୍ତ୍ତନ ଦାବିରେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଆଜି ୨୪ ଘଣ୍ଟିଆ ଧାରଣାରେ ବସିଥିଲେ। ଦଳର ଡେରେକ୍‌ ଓ’ବ୍ରାଏନ୍‌, ଡୋଲା ସେନ୍‌, ସାକେତ ଗୋଖଲେ ଓ…

ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ: ଫେରାଦ ହେଲା ରାଜ୍ୟ ବିଜେପି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହେଲା ରାଜ୍ୟ ବିଜେପି। ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଓ ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ…

ଜମ୍ମୁ ଓ କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ଆସନ ବୁଝାମଣା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଆଲୋଚନା ହୋଇଛି। ଆସନ ବୁଝାମଣା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି ଯେ ଏନସି ପ୍ରାର୍ଥୀମାନେ ତିନୋଟି ଆସନରେ ଲଢ଼ିବେ ଏବଂ ଅବଶିଷ୍ଟ…

ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ

ନୂଆଦିଲ୍ଲୀ : ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ । ପଲିଟିକାଲ ରିଏଣ୍ଟ୍ରି ପାଇଁ ପଥ ପରିସ୍କାର ହୋଇଛି। ୨୦୨୦ରେ କୋଲ୍ ସ୍କାମ୍ ମାମଲାରେ ଆଶ୍ବସ୍ତି ଦେଲେ ଦିଲ୍ଲୀ ହାଇକୋର୍ଟ । କୋଲ ସ୍କାମରେ ଟ୍ରାଏଲ କୋର୍ଟ, ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ…

ମଣିପୁରକୁ ରକ୍ଷା କରିଛନ୍ତି କେନ୍ଦ୍ର ସରକାର: ମୋଦି

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଣିପୁର ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ବେଘର ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି।…