April 28, 2024

ଆଜି ୪୦ ଡିଗ୍ରି ଉପରେ ଓଡ଼ିଶାର ୨୭ ସହର; ଅନୁଗୁଳରେ ତାପମାତ୍ରା ୪୪. ୩ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଆଜି ବି ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିପାରି ନାହିଁ। ରାଜ୍ୟର ୨୭ଟି ସହରରେ ଦିନତାପମାତ୍ର୪୦ ଡିଗ୍ରି ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଅନୁଗୁଳରେ ସର୍ବାଧିକ ୪୪.୩ ରେକର୍ଡ କରାଯାଇଛି। ୧୨ସହରରେ ଦିନ ତାପମାତ୍ରା ୪୩ କିମ୍ବା ଅଧିକ ରେକର୍ଡ…

ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡାଙ୍କ ଉଦ୍‌ବୋଧନ

ଭୁବନେଶ୍ବର/ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି, ତାହା ଓଡ଼ିଶାରେ ମଧ୍ୟ କରିବେ। ମୋଦୀଙ୍କ ରାଜନୀତିରେ ଭାରତ ବଦଳିଛି। ଏହା ବିଶ୍ବ କହୁଛି। ପରିବର୍ତ୍ତିତ ଭାରତରେ ଉତ୍ସାହ ଦେଖାଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ‌ଜଗତ…

ଓଡ଼ିଆ ଅସ୍ମିତା ଏବେ ସଙ୍କଟରେ: ପ୍ରଧାନମନ୍ତ୍ରୀ ମୋଦି

ଦେଶ ଓ ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ୨୦୨୪ ମହାସଂଗ୍ରାମ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ଆ ଅସ୍ମିତା ଏବେ ସଙ୍କଟରେ ରହିଛି। ରାଜ୍ୟ ବିଜେପି କ୍ଷମତାସୀନ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦାବି କଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ମାର୍ଚ୍ଚ ୧୬ରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛି CMO । ବିଜେଡିର…

ରାସେଶ୍ୱରୀଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ୧୫ ବର୍ଷର ବ୍ୟବଧାନ ପରେ ସିଧାସଳଖ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ପ୍ରଚାର କରୁଥିବାବେଳେ ସବୁ ମହଲରୁ ସମର୍ଥନ ହାସଲ କରିବାକୁ ସେ ଚେଷ୍ଟା କରୁଛନ୍ତି।…

ମଝି ସମୁଦ୍ରରୁ ଧରାପଡିଲା ୬୦୨ କୋଟିର ଡ୍ରଗ୍ସ, ୧୪ ଗିରଫ

ମଝି ସମୁଦ୍ରରୁ ଧରାପଡିଲା ପୁଳା ପୁଳା ଡ୍ରଗ୍ସ। ଗୁଜରାଟ ତଟରେ ପାଖାପଖି ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ଏଟିଏସ୍‌ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏଥିସହ ଏହି ଘଟଣାରେ ଏଟିଏସ୍ ଏବଂ ଏନସିବିର ମିଳିତ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ…

ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ୟା

ମୟୂରଭଞ୍ଜ : ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ଯା । ସାଙ୍ଗ ସହ ମିଶି ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କୁଟୁରିଆ ଗାଁରେ ବର୍ବର ହତ୍ୟାକାଣ୍ଡ ଘଟିଛି । କୁଟୁରିଆ…

ନିର୍ବାଚନ ବେଳେ ପଦ ଛାଡ଼ିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲବଲୀ

ନୂଆଦିଲ୍ଲୀ: ୨୦୨୪ ମହାସଂଗ୍ରାମ ମଧ୍ୟରେ ଦିଲ୍ଲୀ କଂଗ୍ରେସକୁ ଝଟକା । ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ପଦ ଛାଡ଼ିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲବଲୀ । ସେ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ…

କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବିରୋଧ, କଳା ପତାକା ପ୍ରଦର୍ଶନ

ଲକ୍ଷ୍ମୀପୁର : ପ୍ରଚାର ବେଳେ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁଠାରେ କଳା ପତାକା ଦେଖାଇବା ସହ ବିରୋଧ କରାଯାଇଥିବା ଜଣାପଡ଼ିଛି । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେଉଛି…

ଚାରିଦ୍ୱାର ନଖୋଲି ରାଜ୍ୟ ସରକାର ମହାପ୍ରଭୁଙ୍କ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି : ବିଜେପି

ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖ୍ୟମନ୍ତ୍ରୀ ଅନିଲ ବିଶ୍ଵାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର…