ମଲ୍ଲିକାର୍ଜୁନ ଖଡେଗଙ୍କ ମନ୍ତବ୍ୟକୁ ‘ଟୁକଡେ-ଟୁକଡେ ଗ୍ୟାଙ୍ଗ’ର ଭାଷା କହି ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ମନ୍ତବ୍ୟ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। "ଟୁକଡେ-ଟୁକଡେ ଗ୍ୟାଙ୍ଗ"ର ଭାଷା କହି କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ରାଜସ୍ଥାନର ଜୟପୁରରେ ଏକ…