ସାଙ୍ଗଙ୍କ ସହ ଭୋଜି ପାଇଁ ଯାଇଥିଲେ ଯୁବକ, ନଦୀରୁ ମିଳିଲା ମୃତଦେହ
ଢେଙ୍କାନାଳା . ସାଙ୍ଗଙ୍କ ସହ ଭୋଜି କରିବାକୁ ଯିବା ହେଲା କାଳ। ହସଖୁସିରେ ମାତି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ଆଉ ଲିଭିଗଲା ଜୀବନ ଦୀପ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର…
ଢେଙ୍କାନାଳା . ସାଙ୍ଗଙ୍କ ସହ ଭୋଜି କରିବାକୁ ଯିବା ହେଲା କାଳ। ହସଖୁସିରେ ମାତି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ଆଉ ଲିଭିଗଲା ଜୀବନ ଦୀପ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର…
ତାଳଚେର : ତାଳଚେର କଣିହାଁ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୨ରୁ ଅଧିକ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଏତେ…
କଣ୍ଟାବାଞ୍ଝି : ରାସ୍ତା କାମ କରୁଥିବା ଠିକାଦାର ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍ ଭାଙ୍ଗିଦେଲା। ଯେତେ ଗୁହାରୀ କଲେ ମଧ୍ୟ ଶୁଣିଲା ନାହିଁ। ଶେଷରେ ଆଜି ଶତାଧିକ ଗାଁ ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଭୁବନେଶ୍ବର/ଖୋର୍ଦ୍ଧା: ରାଜ୍ୟର ପ୍ରମୁଖ ସହରରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଥିବା ପରିବହନ ବ୍ୟବସ୍ଥାର ଅନ୍ୟତମ ମାଧ୍ୟମ ‘ମୋ ବସ୍’ ସେବାରେ ପୁଣି ତ୍ରୁଟି ଦେଖାଯାଇଛି। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା…
ବିନିକା: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିବା ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ସହ ଏକ ରୁପେଲି ଦାମୀକାର୍କୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି। ଏଥି ସହିତ ଟଙ୍କା ନେଇକି ଯାଉଥିବା ସଂପୃକ୍ତ ୬…
ମାଲକାନଗିରି: ଆଠ ଆଠ ଲକ୍ଷର ଦୁଇ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ନାମରେ ୧୬ ଲକ୍ଷ ଟଙ୍କା ପୁରସ୍କାର ଥିଲା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପି କିରଣ ଚୌହାନ ନିକଟରେ ଏମାନେ ଆତ୍ମସମର୍ପଣ…
ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଆଜି ସମାନ ପରିମାଣରେ ଅନୁଗୁଳରେ ସୂର୍ଯ୍ୟଦେବତା ପ୍ରଭାବ ଦେଖାଇଛନ୍ତି। ଅର୍ଥାତ ଆଜି…
ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ…
ଭୁବନେଶ୍ବର : ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଡୁଆ ବଢ଼ିଲା। ତାଙ୍କୁ ଚେକ୍ ଦେବା ପାଇଁ ଆଗକୁ ଆସିଲେ ସମାଜସେବୀ ରୋଜାଲିନ ନାୟକ। ବିଜେଡିରୁ ଲଢ଼ିବା ପାଇଁ ଆଶାୟୀ ଥିବା ଗଣମାଧ୍ୟମରେ ଖୋଲାଖୋଲି ଭାବେ କହୁଛନ୍ତି।…
ପର୍ଥ: ଭାରତୀୟ ହକି ଦଳକୁ ଅଷ୍ଟ୍ରେଲିଆ ଦଳ ୫-୧ ଗୋଲ୍ରେ ପରାଜିତ କରିଛି। ଶନିବାର ପର୍ଥଠାରେ ଖେଳାଯାଇଥିବା ୫ ଟିକିଆ ସିରିଜ୍ର ଓପନିଂ ମ୍ୟାଚ୍ରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ କଡ଼ା ମୁକାବିଲା…