ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍କୁ ଧରିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)
ନୂଆଦିଲ୍ଲୀ ,୬।୪: ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ସିବିଆଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେଶଭପୁରମ୍ ଅଞ୍ଚଳରେ ଅବସ୍ଥିତ ଏକ ଘରୁ ତିନି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ସିବିଆଇ ସୂତ୍ର…
