May 2024

ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାଙ୍କୁ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାଙ୍କୁ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ । ସେଥିପାଇଁ ଯେଉଁ ଗର୍ଭବତୀଙ୍କ ଠାରେ ଏପରି ଲକ୍ଷଣ ଥିବ…

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ୨ ଟାରୁ ବନ୍ଦ ରହିବ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ’ । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏହା ସହ ହୋଇଛି ପୋଲିସ ଅଧିକାରୀଙ୍କ…

ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି : ହିମନ୍ତ ବିଶ୍ୱଶର୍ମା

ମାଲକାନଗିରି: ‘ନବୀନ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି’ । କାଲିମେଳାରେ ଜନସଭାରେ କିଛି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଓଡିଶାରେ ଜନସଭାକୁ…

ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍‌ରୁ ପ୍ରାୟ ୮ କୋଟି ଟଙ୍କା ଜବତ

ନୂଆଦିଲ୍ଳୀ: ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍‌ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମିଳିଥିବା ତଥ୍ୟନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା…

ନାମାଙ୍କନ ଦାଖଲ କଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ

ସାଲେପୁର: ପ୍ରାର୍ଥୀପତ୍ର ଦାଖଲ କଲେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା…

ଇମ୍ରାନ୍‌ଙ୍କୁ ସମର୍ଥନ କଲା ଆମେରିକା: ପିଟିଆଇ ନେତାଙ୍କୁ ଭେଟିଲେ ଆମେରିକା ରାଜନେତା

ଇସଲାମାବାଦ: ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଆମେରିକାର ସମର୍ଥନ ମିଳିଛି। ବାସ୍ତବରେ, ଜେଲରେ ଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଦେଶର ସମସ୍ତ କଏଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେରିକା ଗୁରୁତ୍ୱାରୋପ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର…

ଉମରକୋଟରେ ପ୍ରଚାର କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି ଛତିଶଗଡି ଭାଷାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ରାଇଘର ଓ କୁନ୍ଦେଇ ଅଞ୍ଚଳରେ ବହୁ ପରିମାଣରେ ହିନ୍ଦୀ ଭାଷା ଭାଷୀ ଓ ଛତିଶଗଡ ସମ୍ପର୍କିତ ଲୋକ ରହିଛନ୍ତି…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଲା। ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି…

ଓଡ଼ିଶାରେ ଏଥର ମାହୋଲ ବଦଳୁଛି : ରାଜନାଥ

ବିଜେପି ପାଇଁ ରାୟଗଡ଼ାରେ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି ଜାତୀୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ବିଜେଡି ସରକାର ନିଜର ପ୍ରତିଶ୍ରୁତି ପୂରଣ କରି ନାହିଁ ବୋଲି ରାଜନାଥ କହିଛନ୍ତି। ଏଥିସହ ଏଥର…

ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି…