ଦେଶରେ ସକ୍ରିୟ ୬ କୋଟି ମୃତକଙ୍କ ଆଧାର କାର୍ଡ
ନୂଆଦିଲ୍ଲୀ: ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ…
ନୂଆଦିଲ୍ଲୀ: ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ…
ନୂଆଦିଲ୍ଲୀ: ହରିୟାଣାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ସାଧାରଣ ସନ୍ତସନ୍ତିଆ ହଷ୍ଟେଲ କୋଠରିରେ ଡାକ୍ତରମାନେ ଆତଙ୍କବାଦୀ ଆକ୍ରମଣର ଷଡ୍ଯନ୍ତ୍ର କରିଥିବା ଜଣାପଡ଼ିଛି। ପୁରୁଷ ହଷ୍ଟେଲର ୧୭ ନମ୍ବର ବିଲ୍ଡିଂର ରୁମ୍ ନମ୍ବର ୧୩ ହ୍ୱାଇଟ୍ କଲାର ଆତଙ୍କବାଦୀ ମଡ୍ୟୁଲର ଗୁପ୍ତ…
ବିହାର: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫…
ବିହାର: ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ…
ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ ।…
ଉତ୍ତରପ୍ରଦେଶ : ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି ।…
ବିହାର : ବିହାର ବିଧାନସଭା ନିର୍ବାଚନରେ ଟ୍ରେଣ୍ଡ ଅନୁଯାୟୀ NDA ଆଗୁଆ ରହିଛି । ବିହାରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ସ୍ପଷ୍ଟ ରହିଛି । ମହାଗଠବନ୍ଧନର ସମସ୍ତ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି ।…
ନୂଆଦିଲ୍ଲୀ : ନଭେମ୍ବର ୧୦ରେ ସନ୍ଧ୍ୟା ପ୍ରାୟ ୭ଟାରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ପୁରା ସହରକୁ ଥରାଇ ଦେଇଥିଲା । ବିସ୍ଫୋରଣରେ ୧୨ ଜଣ ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଜମ୍ମୁ ଏବଂ କଶ୍ମୀରର ବାସିନ୍ଦା ଡାକ୍ତର…
ପାରାଦୀପ : ପାରାଦୀପ ଅଠରବାଙ୍କିରେ ଥିବା ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟସ ଗୋଦାମ ଘରେ ଲାଗିଥିଲା ନିଆଁ। ଦୁଇ ମହଲାରେ ଥିଲା ମୋଟର ସାଇକେଲ ଗୋଦାମ ଘର। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ…
ପାରାଦ୍ଵୀପ : ଗତକାଲି ବିଳମ୍ବିତ ରାତିରେ ପାରାଦ୍ଵୀପ ବୃନ୍ଦାବନ କଲୋନୀ ଗୋପାଳଜୀୟୁ ଶିବ ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି । ଦୁବୃର୍ତ୍ତମାନେ ମନ୍ଦିରର ତିନୋଟି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିବା ସହିତ ୮ ଟି ବଡ଼ ରୂପା ମୁକୁଟ,…