ମହୁମାଛି ଆକ୍ରମଣରେ ୫ ଗୁରୁତର
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କମଳୀ ହିକକା(୫୦), ତାଙ୍କ ଜ୍ବାଇଁ ଇଲିଗା…
