ନଦୀରେ ଭାସିଗଲେ ଛାତ୍ର
ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି । ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି…
ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି । ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି…
ଭୁବନେଶ୍ୱର : ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ,…
ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ଦଳ ଯାହାକୁ ବି ପର୍ଥି କରିବ ସେ କେମିତି ଜିତିବେ ତାହା ହେବ ପ୍ରଥମିକତା । ପୂର୍ବତନ ସଭାପତି, ମହମନ୍ତ୍ରି, ମନ୍ତ୍ରୀ ଏବଂ…
ରାଉରକେଲା : ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ଆଜି ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ…
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍ । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରୁଛୁ…
ବରଗଡ଼: ମା’ କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ’ର ହଂସା ଉଡିଯାଉଛି । ମା’ କହୁଛି ମୋତେ ମା’ ବୋଲି ଆଉ କିଏ ଡାକିବ ? ସ୍ତ୍ରୀ ପଚାରୁଛି ମୋ ଛୁଆଙ୍କ ମୁହଁରେ କିଏ ଆହାର ଦେବ । ହଁ ଦର୍ଶକବନ୍ଧୁ,…
ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ସୁରକ୍ଷାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ବିଜେପି…
ୱାଶିଂଟନ: ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟିର ରାଲି ଉପରେ କଟାକ୍ଷ କରିଛନ୍ତି। ଏସପି ଅଧ୍ୟକ୍ଷ କହିଛନ୍ତି ଯେ ଆଜି, ଆକାଶ ଆନନ୍ଦଙ୍କୁ ବିଏସପି ନୁହେଁ ବରଂ ଭାରତୀୟ ଜନତା…