2025

ଚୀନରେ ଶୁଭିଲା ‘ବନ୍ଦେ ମାତରଂ, ଭାରତ ମାତା କୀ ଜୟ’ ଧ୍ବନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଇ ଶନିବାର ତିଆନଜିନ ସହରରେ ପହଞ୍ଚିଛନ୍ତି, ଯେଉଁଠି ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ତେ​‌ବେ ମୋଦୀ ଚୀନରେ ପହଞ୍ଚିବା ପରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ…

ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ…

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା । ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲହାଡ଼ିଘାଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା,…

କାହାର ସାଥ ଦରକାର ନାହିଁ, ବିହାରରେ ଏକୁଟିଆ ନିର୍ବାଚନ ଲଢ଼ିବ ବିଏସପି

ନୂଆଦିଲ୍ଲୀ:ବହୁଜନ ସମାଜ ପାର୍ଟି (BSP) ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ଗତ ଦୁଇ ଦିନ ମଧ୍ୟରେ, ଦଳର ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ବୈଠକରେ ପ୍ରାର୍ଥୀ ଚୟନ, ସାଂଗଠନିକ ପ୍ରସ୍ତୁତି ଏବଂ ରଣନୀତି ଉପରେ ଗଭୀର…

ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍, ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର : ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍ । ଭୁବନେଶ୍ବରରେ ଶିମ୍ ଲା ED ପକ୍ଷରୁ ଶକ୍ତି ରଂଜନ ଦାଶ ଓ ତାଙ୍କ କମ୍ପାନୀ ଅନମୋଲ୍ ମାଇନ୍ସରେ ED ପକ୍ଷରୁ ଚଢାଉ କରାଯାଇଛି । ଅନମୋଲ୍ ମାଇନ୍ସ…

ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ; ମାଡ଼ି ବସିଲା ଉତ୍ତର ଘୁମୁସର ବନବିଭାଗ

ଗଞ୍ଜାମ:ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ । ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ,ମାଡ଼ି ବସିଲା ଭଞ୍ଜନଗର ଉତ୍ତର ଘୁମୁସର ବନବିଭାଗ । ବାଘ ଛାଲ ସହ ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ବିଭାଗୀୟ…

ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ସହଯୋଗ କରୁ ଚୀନ, ଜିନପିଙ୍ଗଙ୍କୁ ନିବେଦନ କଲେ ମୋଦୀ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ । ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ବର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ବକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ…

ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ, ୪ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରଭାବରେ ଆସନ୍ତା କାଲିଠୁ ରାଜ୍ୟରେ…

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ…

ଫିଟ୍‌ନେସ ପରୀକ୍ଷା ଦେବେ ଗିଲ୍‌, ବୁମ୍‌ରା, ରୋହିତ, ସିରାଜ

ନୂଆଦିଲ୍ଲୀ:ଏସିଆ କପ କ୍ରିକେଟ-୨୦୨୫ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଭାରତୀୟ ଦଳ ୟୁଏଇ ଗସ୍ତ ପୂର୍ବରୁ କିଛି ଖେଳାଳିଙ୍କ ଫିଟ୍‌ନେସ ପରୀକ୍ଷା କରାଯିବ। ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ବ୍ୟାଟ୍‌ସମ୍ୟାନ ଶୁଭମନ…