ଜନଗହଳି ରାସ୍ତାକୁ ଡିଆଁ ମାରିଲା ସିଂହ; ସାମ୍ନାରେ ମହିଳାଙ୍କୁ ଦେଖି କଲା ଆକ୍ରମଣ
ପାକିସ୍ତାନ: ପାକିସ୍ତାନର ଲାହୋରର ଜନଗହଳି ରାସ୍ତାରେ ସିଂହ ବୁଲୁଥିବାର ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜନଗହଳି ରାସ୍ତାରେ…
