ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସମାଧାନ ପାଇଁ ସରକାର କ’ଣ କରୁଛନ୍ତି, ସାର୍ବଜନୀନ ହେବା ଆବଶ୍ୟକ: ଦେବୀ ମିଶ୍ର
ଭୁବନେଶ୍ବର: ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଭଲ କଥା । ତେବେ ସମାଧାନ ପାଇଁ କ’ଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କ’ଣ ଆଲୋଚନା କଲେ…
