2025

ଶିବୁ ସୋରେନଙ୍କ ଅବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ଗତ ଜୁନ ମାସରେ ୮୧ ବର୍ଷୀୟ ସୋରେନଙ୍କ ଦେହ…

ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବେଙ୍ଗାଲୁରୁ : ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ ଶନିବାର ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି।…

ତାଇଓ୍ବାନ ନିକଟରେ ଚୀନ-ଆମେରିକା ମୁହାଁମୁହିଁ

ବେଜିଂ : ତାଇଓ୍ବାନ ପ୍ରଣାଳୀ ନିକଟରେ ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଆମେରିକା । ଏହା ଫଳରେ ଏହି ଅଂଚଳରେ ଗତ କିଛି ମାସ ହେଲା ଚାଲିଥିବା ଉତ୍ତେଜନା ଆହୁରି ବଢିଯାଇଛି । ଶୁକ୍ରବାର ଦିନ ଚୀନର ସରକାରୀ ନ୍ୟୁଜ୍ ଚ୍ୟାନେଲ୍…

ବିବାଦୀୟ ମନ୍ତବ୍ୟ ପରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ଅତି ସରଳ…

ରାହୁଲଙ୍କୁ ରାଜନାଥଙ୍କ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ଉପରେ ‘ଭୋଟ୍ ଚୋରି’ ଅଭିଯୋଗ ଆଣିଥିଲେ । ସଂସଦ ପରିସରରେ ଭାଷଣ ଦେବା ସମୟରେ ସେ କହିଥିଲେ ଯେ, ଆମ ପାଖରେ ଏପରି ପ୍ରମାଣର…

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ

ଟିଟିଲାଗଡ଼: ଟିଟିଲାଗଡ଼ ବଡ଼ତେନ୍ତୁଳୀଖୁଣ୍ଟି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିବା ଘଟଣା ସମ୍ପକରେ ଖବର ପାଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତରଖାନା ପହଞ୍ଚିଛନ୍ତି । ପୁର୍ବରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଲାଇନ ଲାଗି ରେଜିଷ୍ଟ୍ରେସନ କରିବାକୁ କହିଥିବା…

ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ ; ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦିଗପହଣ୍ଡି ବିଧାୟକ ତଥା ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ ଘଟିଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଦ୍ଧାନ୍ତଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ…

0ସ୍କୁଲ ପିଲା ଅଣ୍ଡା ନ ଖାଇଲେ ଦିଆଯିବ ଫଳ

ଭୁବନେଶ୍ବର: ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର। ହେଲେ ଅନେକ ପିଲା ଅଣ୍ଡା ଖାଉ ନ ଥିବା ନଜର ଆସୁଛି। ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ,…

ବ୍ରହ୍ମପୁର ପୁଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଆହତ

ଗୋପାଳପୁର: ଅପରାଧୀ ଧରପଗଡ ସମୟରେ ଗୋଳନ୍ଥରା ପୁଲିସ ଗୁଳିରେ ଗଞ୍ଜାମ ଜିଲ୍ଲାର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ସୁନିଲ ନାହକ ଓରଫ ମଲ୍ଲ ଆହତ ହୋଇଛି। ତା’କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ୩…

ପୂର୍ବ ସରକାର ଛତିଶଗଡ଼ ପାଣି ନେଇଗଲା କହିଲେ, ହେଲେ ସମାଧାନ କଲେନି: ମନମୋହନ ସାମଲ

ଭୁବନେଶ୍ବର: ମହାନଦୀକୁ ନେଇ ବର୍ଷ ବର୍ଷ ଧରି ଛତିଶଗଡ଼ ସହିତ ଚାଲିଆସିଥିବା ଜଳବିବାଦର ଏପର୍ଯ୍ୟନ୍ତ ଆପୋସ ସମାଧାନ ହୋଇନାହିଁ। ପୂର୍ବରୁ ଥିବା ବିଜେଡି ସରକାର ଏନେଇ ଛତିଶଗଡ଼ ସହିତ ଅନେକ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଏବେ ମହାନଦୀ…