ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ: ଓଏଏସ୍ ସଂଘର ପ୍ରତିବାଦ ଜାରି
ଭୁବନେଶ୍ବର/ଜଗତସିଂହପୁର/ଝାରସୁଗୁଡ଼ା: ଭୁବନେଶ୍ବର ମହାନନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିରେ ଜଗତସିଂହପୁର ଓ ଝାରସୁଗୁଡ଼ା ମଧ୍ୟ ଯୋଡ଼ି ହୋଇଯାଇଛି। ବାଲେଶ୍ବର, ସୁବର୍ଣ୍ଣପୁର,…
