ବିଧାୟକଙ୍କ ଜିଦ୍ ପରେ ନଇଁଲା ପ୍ରଶାସନ: ଜୁନ୍ ୬ରେ ତ୍ରିପାକ୍ଷିକ ଆଲୋଚନା, ନିଷ୍ପତ୍ତି ଯାଏଁ କୋଇଲା ପରିବହନ ବନ୍ଦ
ସୁନ୍ଦରଗଡ଼: ‘ଅଟକ ନୁହେଁ, ଆମକୁ ଗିରଫ କରି ଜେଲ୍ ପଠାଅ । ନଚେତ କୋର୍ଟ ଆଦେଶ ଆସିବା ଯାଏଁ ରେଳ ସାଇଡିଂରେ କୋଇଲା ପରିବହନ ବନ୍ଦ କର’। ଶୁକ୍ରବାର ବରପାଲି ଆନ୍ଦୋଳନସ୍ଥଳରୁ ୭୦ ଜଣ ଗ୍ରାମବାସୀଙ୍କ ସହ ତାଙ୍କୁ ପୁଲିସ ଉଠାଇ…
