2025

ଜନଗଣନା ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ ଜାତିଗଣନା, କ୍ୟାବିନେଟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା…

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ, ୩୦।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଆସନ୍ତାକାଲି (ଗୁରୁବାର) ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଉପରେ ଶୁଣାଣି କରିବେ। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ…

ଏନ୍‌ଏସ୍‌ଏବିରେ ବଡ଼ ପରିବର୍ତ୍ତନ: ପୂର୍ବତନ ‘ର’ ମୁଖ୍ୟ ହେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ(ଏନ୍‌ଏସ୍‌ଏବି)କୁ ପୁନର୍ଗଠିତ କରିଛନ୍ତି। ପୂର୍ବତନ ‘ର’ ମୁଖ୍ୟ ଆଲୋକ ଜୋଶୀଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବୋର୍ଡରେ ପୂର୍ବତନ ପଶ୍ଚିମ ବାୟୁସେନା କମାଣ୍ଡର ଏୟାର ମାର୍ଶାଲ ପିଏମ୍ ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର…

ପାକିସ୍ତାନରେ ଯୁଦ୍ଧର କାଉଣ୍ଟଡାଉନ୍ ଆରମ୍ଭ: କେତେବେଳେ କିଛି ବି ହୋଇପାରେ !

ନୂଆଦିଲ୍ଲୀ: ପାକିସ୍ତାନରେ ଭୟର ବାତାବରଣ । ଭାରତର ଆକ୍ସନ କଣ ହେବ ସେନେଇ ସମସ୍ତଙ୍କ ମନରେ ଛନକା ପଶିଛି । କାରଣ ପହଲଗାମ୍ ଆତଙ୍କୀ ହମଲାର ବଦଲା କେତେବେଳେ ବି ନେଇଯିବ ଭାରତ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ପାକ୍ ସେନାର…

ଭାରତ ଭୟରେ ବଙ୍କର୍ ଭିତରେ ଲୁଚିଛନ୍ତି ପାକ୍ ସେନା ମୁଖ୍ୟ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ମୁନିର_ମିସିଙ୍ଗ୍

ନୂଆଦିଲ୍ଲୀ: କୁଆଡେ ଗଲେ ପାକିସ୍ତାନ ସେନା ମୁଖ୍ୟ ? କେଉଁଠି ଲୁଚିଛନ୍ତି ପାକ୍ ସେନା ମୁଖ୍ୟ ଆସିମ ମୁନିର ? ପାକିସ୍ତାନରେ ଅଛନ୍ତି ନା କୁଆଡେ ଦେଶ ଛାଡି ପଳାଇଗଲେଣି ? ଆସିମ ମୁନିରଙ୍କ ନିଖୋଜ ଖବର ନେଇ ଏବେ ସୋସିଆଲ…

ଏଲଓସିରେ ବଢିଲା ଉତ୍ତେଜନା: ଭାରତୀୟ ସେନାର ଦୃଢ଼ ଜବାବ, ପୋଷ୍ଟ ଛାଡ଼ି ପଳାୟନ କଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ, ୩୦।୪: ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ଉତ୍ତେଜନା ତୀବ୍ର ହୋଇଛି। ପାକିସ୍ତାନ ଦ୍ୱାରା ହେଉଥିବା ଯୁଦ୍ଧବିରତି ଉଲ୍ଲଂଘନ ପରେ ଭାରତୀୟ ସେନା ଦୃଢ଼ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୈନ୍ୟ ସୀମା…

ଅନଲାଇନ୍ ଶିଶୁ ଯୌନ ଶୋଷଣର ବଡ଼ ରାକେଟକୁ ଧରିଲା ସିବିଆଇ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆନ୍ତର୍ଜାତିକ ସଂସ୍ଥା ଜଡିତ ଥିବା ଅନଲାଇନ୍ ଶିଶୁ ଯୌନ ଶୋଷଣର ସାଇବର କ୍ରାଇମ ନେଟୱାର୍କକୁ ଠାବ କରିଛି। ଆମେରିକାରୁ ମିଳିଥିବା ସୂଚନା ଆଧାରରେ ଆରମ୍ଭ ହୋଇଥିବା ଅପରେସନ ହକ୍ ଅଧୀନରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ…

ମୋଦୀଙ୍କ ଋଷ୍‌ ଗସ୍ତ ବାତିଲ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରୁଷ୍ ଗସ୍ତ ବାତିଲ କରିଛନ୍ତି। ମେ’ ୯ ତାରିଖରେ ପ୍ରଧାନମନ୍ତ୍ରୀ ମସ୍କୋରେ ହେବାକୁ…

ମାର୍ଚ୍ଚରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୩.୭୩%କୁ ହ୍ରାସ: ଖାଦ୍ୟ ମୂଲ୍ୟ ବଦଳାଇଲା ସ୍ଥିତି

ନୂଆଦିଲ୍ଲୀ,୩୦।୪: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚ ୨୦୨୫ରେ ୩.୭୩%କୁ ହ୍ରାସ ପାଇଛି, ଯାହା ଫେବୃଆରୀର ୪.୦୧% ତୁଳନାରେ କମ୍ ଅଟେ। ଏହା ଗତ ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତର ବୋଲି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ଖାଦ୍ୟ…

ଭାରତକୁ ପରମାଣୁ ବୋମାର ଧମକ ଦେଲେ ନୱାଜ ସରିଫଙ୍କ ଝିଅ  ମରିୟମ ନୱାଜ୍

ଇସଲାମାବାଦ: ପୁଣି ଭାରତକୁ ପରମାଣୁ ଧମକ । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ପ୍ରତିଶୋଧ ନେବାକୁ ପଣ କରିଥିବା ବେଳେ ଆତଙ୍କୀ ଆକ୍ରମଣରେ ପାକ୍ ସେନାର ସମ୍ପୃତି ମିଳିବା ପରେ ଏବେ ଆକ୍ରମଣ ମୁଦ୍ରାରେ ଭାରତ । ଆଉ ଭାରତର…