2025

ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକିବା ଘଟଣା, ଅଭିଯୁକ୍ତକୁ ରାଜସ୍ଥାନରରୁ ଆଣିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍…

ହଜ୍ କୋଟା: ଭାରତ ପାଇଁ ୧୦ ଓ ପାକିସ୍ତାନ ପାଇଁ ୨୪ ହଜାର

ଚଳିତ ବର୍ଷ ଭାରତକୁ ୧.୭ ଲକ୍ଷ ହଜ୍ ଯାତ୍ରୀଙ୍କ କୋଟା ମିଳିଛି, ଯେଉଁଥିରୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ୧ ଲକ୍ଷ ୨୨ ହଜାର ୫୧୮ ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ପଡିବ ଏବଂ ଘରୋଇ ପରିଚାଳକମାନେ ୫୨ ହଜାର ୫୦୭ ତୀର୍ଥଯାତ୍ରୀଙ୍କ…

ଭାରତ ଆସିବେ ଏଲନ ମସ୍କ୍, ଏକ୍ସରେ ଦେଲେ ସୂଚନା

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ପରେ, ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଚଳିତ ବର୍ଷ ଭାରତ ଗସ୍ତରେ ଆସିବା ବିଷୟ ଘୋଷଣା କରିଛନ୍ତି। ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ…

୬ ମାସର ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ

ରାୟଗଡ଼ା : ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ…

ଫଲ୍ସ ନ୍ୟାରେଟିଭ ପାଇଁ ହାରିଲା ବିଜେଡି, ଓଡ଼ିଶାର ହକ୍ ପାଇଁ ଜାରି ରହିବ ଲଢେଇ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବମ ଥର ବିଜେଡି ସଭାପତି ହେବା ପରେ ଆସିଲା ନବୀନଙ୍କ ପ୍ରତିକ୍ରିୟା। ବିଜେଡ଼ି ସଭାପତି ହେବାପରେ ନବୀନ ଜୟ ଜଗନ୍ନାଥ କହି ନିଜ ଉଦବୋଧନ ଆରମ୍ଭ କରିଥିଲେ। ଆପଣଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣି ବୋଲି କହିଥିଲେ।…

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ହତ୍ୟାର ଦୃଢ଼ ନିନ୍ଦା କଲା ଭାରତ

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରଏଙ୍କୁ ହତ୍ୟା କରାଯାଇଛି। ଭବେଶଙ୍କୁ ଅପହରଣ କରାଯିବା ପରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ଼ ନିନ୍ଦା କରିଛି ଭାରତ। ଏହା ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାରର…

ରେଳ ଲାଇନ ନିର୍ମାଣକୁ ବିରୋଧ: ଗ୍ରାମବାସୀ- ପୋଲିସ ମଧ୍ଯରେ ଖଣ୍ଡଯୁଦ୍ଧ, ଜଣେ ମୃତ

ରାଉରକେଲା: ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣେ ମୃତ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ପୋଲିସ- ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡପ୍ରଳୟ ଦେଖା ଦେଇଛି । ରେଳଲାଇନ ନିର୍ମାଣକୁ…

ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ଦେବା ମାମଲା: ବାପା-ମାଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକାକୁ ପୋଡ଼ି ମାରିବା ମାମଲା। ବାପାମାଙ୍କୁ ଆଜୀବନ ସଜା ଶୁଣାଇଲେ ଫାଷ୍ଟ୍‌ ଷ୍ଟ୍ରାକ୍‌ କୋର୍ଟ। ୨୦୧୬ରେ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ୩ ମାସର ଗର୍ଭବତୀ ଝିଅକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ ବାପା-ମାଆ। ସୂଚନାନୁଯାୟୀ, ୨୦୧୬…

ଆହୁରି ୫ ଦିନ ବର୍ଷିବ, ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ବିଜୁଳି, ଘଡଘଡି ସହ ପ୍ରବଳ…

‘ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ’

ଓ୍ବାକଫ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଲାଗି ସମୟସୀମା ଧାର୍ଯ୍ୟ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଭର୍ତ୍ସନା କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅନୁରୂପ…