2025

ମୋହନ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସଙ୍କ ଦରମା ବୃଦ୍ଧି । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ମାସକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦…

ଓ୍ବାକଫ୍‌ ସଂଶୋଧନ ଆଇନ: ସରକାରଙ୍କୁ ୭ ଦିନ ସମୟ, ପରବର୍ତ୍ତୀ ଶୁଣାଣି ଯାଏ ହେବନି ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଓ୍ବାକଫ୍‌ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ…

ପଡୋଶୀ ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ

ବାଲେଶ୍ୱର: ବେଆଇ ଗଞ୍ଜେଇ ବେପାର ଥମିବାର ନାଁ ଧରୁନି। କେତେବେଳେ ରାଜ୍ୟ ଭିତରେ ଚାଲାଣ ହେଉଛି ତ କେତେବେଳେ ରାଜ୍ୟ ବାହାରେ। ଏବେ ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ।…

ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଘଟଣାସ୍ଥଳରେ ୭ ଗୁରୁତର

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ। ତିହିଡ଼ି ଥାନାର କାଁପଡ଼ା ଗାଁରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ବୋମା ମାଡ଼। ବୋମା ମାଡ଼ରେ ଗୁରୁତର ହୋଇଛନ୍ତି ୭ ଜଣ। ଦୁଇ ରାଜନୈତିକ ଦଳ ବିବାଦରୁ ହାତ ତିଆରି ବୋମା…

ପରମାଣୁ ଅସ୍ତ୍ର ନିକଟତର ଇରାନ, ଚିନ୍ତାରେ ଆମେରିକା ଓ ସାଉଦି ଆରବ

ପରମାଣୁ ଅସ୍ତ୍ର ତିଆରି କରିବାର ଅତି ନିକଟତର ହୋଇଛି ଇରାନ। ଜାତିସଂଘ ଦ୍ଵାରା ପରିଚାଳିତ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ମୁଖ୍ୟ ରାଫାଏଲ୍ ଗ୍ରୋସି ଏହା କହିଛନ୍ତି। ଗ୍ରୋସି ବର୍ତ୍ତମାନ ଇରାନ ଗସ୍ତରେ ରହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା…

ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର କରିଲେ ଚିକିତ୍ସା

ଆପଣ ଅନେକ ବଡ଼ ବଡ଼ ଅଧିକାରୀଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥାନ୍ତି । କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ । କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର…

କଟକରେ ଡବଲ୍ ଏନ୍‌କାଉଣ୍ଟର, ଦୁଇ ଆହତ ଅଭିଯୁକ୍ତ ଏସସିବିରେ ଭର୍ତ୍ତି

କଟକ: କଟକରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର। ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାକୁ ଏନ୍‌କାଉଣ୍ଟର। ଚୌଦ୍ବାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ର ଏନ୍‌କାଉଣ୍ଟର ହୋଇଥିବା ସୂଚନା। ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଏହି ଏନ୍‌କାଉଣ୍ଟର କଲା ପୋଲିସ। ଧରିବାକୁ ଯାଇଥିବା ବେଳେ ପୋଲିସ…

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଓଡ଼ିଆଙ୍କ…

୪ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ

ଭୁବନେଶ୍ୱର : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି (ଗୁରୁବାର) ଓଡିଶା ଗସ୍ତରେ ଆସିବେ। ଶ୍ରୀ ଗଡ଼କରୀ ଗୁରୁବାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଫଳରେ ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଏକ ବଡ଼…