2025

ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର

ନୂଆଦିଲ୍ଲୀ,୧୫।୪: ୱାକଫ୍ ସଂଶୋଧନ ବିଲ୍‌ରେ ସଂସଦରେ ସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଧକ୍କା, ମୁଡା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ଏମୟୁଡିଏ (ମୁଡା) ଜମି ଆବଣ୍ଟନ ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜଡିତ ଥିବା ଅଭିଯୋଗ ହୋଇଛି। ମୁଡା ମାମଲାରେ ଲୋକାୟୁକ୍ତ ପୋଲିସ…

ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ କିନ୍ତୁ ବିଜେପି ମତେ ଆସିବାକୁ ଦେଉନି – ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଇଡିରେ ହାଜର ହେବାକୁ ଯିବା ବେଳେ ବିଜେପି ଉପରେ ବର୍ଷିଲେ ରବର୍ଟ ଭଦ୍ରା । ବିଜେପି ଏବଂ ତାର ନିମ୍ନ ମାନସିକତା ନେଇ ଟାର୍ଗେଟ୍ କରିଛନ୍ତି ରବର୍ଟ । ମାମଲାରେ କିଛି ନାହିଁ ଏହା କେବଳ ରାଜନୈତିକ ପ୍ରତିଶୋଧ ବୋଲି…

ନଇଁଲା ଚୀନ୍ : ଶୁଳ୍କକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଆମେରିକାକୁ ନିବେଦନ କଲା

ନୂଆଦିଲ୍ଳୀ: ବାଣିଜ୍ୟିକ ଶୁଳ୍କକୁ ନେଇ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଉଭୟ ଉଭୟଙ୍କ ଉପରେ ଶୁଳ୍କ ଲଗାଇବାରେ ବ୍ୟସ୍ତ ଅଛନ୍ତି । ଯାହାଦ୍ବାରା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉପରେ…

ହାଇଜାକ୍ ହୋଇ ସାରିଛନ୍ତି ନୀତୀଶ ଜୀ…. – ତେଜସ୍ବୀ ଯାଦବ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ତେଜସ୍ବୀ ଯାଦବ । ରାହୁଲ ଗାନ୍ଧୀଙ୍କୁ ଭେଚିବା ପରେ ନୀତୀଶଙ୍କୁ କଲେ ନିଶାନା । କହିଲେ ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ… ବିହାର ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ଥିବା ବେଳେ…

ଡ୍ରଗ୍ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନିଜେ ଫସିଗଲେ ମାକ୍ରନ୍: ଜେଲ୍ ଉପରେ ଆକ୍ରମଣ

ପ୍ୟାରିସ୍: ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଏବେ ନିଜ ପାଇଁ ମହଙ୍ଗା…

ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବେ ୬ ମହିଳା

ଏକ ସାଙ୍ଗରେ ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ…

ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା, ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ

ଭୁବନେଶ୍ୱର : ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା । କମିଶନରେଟ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି…

ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନସିଏସ ଏହି ତଥ୍ୟ…

କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ…