ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ, ଏଫଆଇଆର୍ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି
ନୂଆଦିଲ୍ଲୀ: ଦୁର୍ନୀତିର ଶେଷ ସୀମାରେ ଥିଲେ ଆପ ନେତା ମନିଷ ସିସୋଦିଆ । ୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍ ନେତା ମନିଷ ସିସୋଦିଆ ଏବଂ ସତ୍ୟୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
