ଦୁଇ ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

କଟକ: ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଏହି ଦୁଇ ବିଧାୟକଙ୍କୁ ନିରାଶ ହେବାକୁ ପଡିଛି । ନିର୍ବାଚନ ଅନିୟମିତତା…

ଦେଶରେ ବଢୁଛି ସ୍ବାଇନ ଫ୍ଲୁ ମାମଲା, ୧୬ ରାଜ୍ୟରେ ୫୧୬ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ସ୍ୱାଇନ୍ ଫ୍ଲୁ ବା ଏଚ୍୧ଏନ୍୧ ଭୂତାଣୁ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଦେଶର ୮ଟି ରାଜ୍ୟରେ ଏହାର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୫ରେ ୧୬ଟି ରାଜ୍ୟରେ ୫୧୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ…

କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ଗାଇବେ? ‘ବନ୍ଦେ ଓଡିଶା ଜନନୀ’ ଗାଇଲେ ଆପତ୍ତି ନାହିଁ

ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି…

ବିଦାୟୀ ଭାଷଣ ପରେ ଜିଭ ଦେଖାଇ ଚେୟାର ଉଠାଇ ନେଲେ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓଟାୱାସ୍ଥିତ ହାଉସ୍ ଅଫ୍ କମନ୍ସରେ ମାର୍କ କାର୍ନିଙ୍କୁ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି। ମାର୍କ କାର୍ନି କାନାଡାର ନୂତନ ପ୍ରଧାନମନ୍ତ୍ରୀ ହେବେ। ଜଷ୍ଟିନ୍ ଟ୍ରୁଡୋ ଆନୁଷ୍ଠାନିକ ଭାବରେ ହାଉସ୍ ଅଫ୍ କମନ୍ସରେ ଇସ୍ତଫା…

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ ଗାଡି !

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଇଭି ପଲିସି ୨.୦ ନେଇ ଘୋଷଣା କରିଦେଇଛନ୍ତି । ଏହି ନୂଆ ନିୟମ ଅନୁସାରେ ୨୦୨୭ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକରଣ ହୋଇଥିବା ଗାଡିରୁ ୯୫ ପ୍ରତିଶତ କେବଳ ଇଲେକ୍ଟ୍ରିକ୍ ଗାଡି ଭାବେ ପଞ୍ଜୀକୃତ ହେବାକୁ ଲକ୍ଷ୍ୟ…

୧୦ ବର୍ଷରେ ହାତୀ ନେଲାଣି ହଜାରରୁ ଅଧିକ ମୁଣ୍ଡ

ଭୁବନେଶ୍ବର: ବଢି ଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ଗାଁ ଏବଂ ସହର ମୁହାଁ ହେଉଛନ୍ତି ହାତୀପଲ । ପ୍ରତିଦିନ ହାତୀ ଆତଙ୍କରେ ଧନଜୀବନ କ୍ଷତି ହେଉଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ…

ଭୁବନେଶ୍ବର ଏମ୍ସ ନିକଟରେ ବୁଲୁଛି ହାତୀ, ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ

ଭୁବନେଶ୍ବର : ରାଜଧାନୀରେ ବୁଲୁଛି ହାତୀ। ଭୁବନେଶ୍ବର ଏମ୍ସ ନିକଟ କାଜୁ ବଗିଚାରେ କାଲି ରାତିରୁ ଫସି ରହିଛି ଦନ୍ତାହାତୀ । ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି।…

ପାକିସ୍ତାନରେ ଟ୍ରେନ୍‌ ଅପହରଣ, ୧୨୦ ଯାତ୍ରୀ ପଣବନ୍ଦୀ ସୂଚନା

ଇସଲାମାବାଦ: ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନର ମାଚ୍ ଅଞ୍ଚଳରେ କେତେକ ସଶସ୍ତ୍ର ବ୍ୟକ୍ତି କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ୍ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ସଂଗଠନ ବେଲୁଚ ଲିବରେସନ ଆର୍ମୀ(ବିଏଲଏ)…

ରାଜ୍ୟରେ ବର୍ତ୍ତମାନ ମୋଟ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆମ୍ବୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି; କେତେଗୋଟି ନୂଆ ଆମ୍ବୁଲାନ୍ସ ଆଣିବାର ଯୋଜନା ରହିଛି ? ଯାହାର ଉତ୍ତର ଦେଇ…

ଆରୁହା ପାହାଡ଼ରେ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ବିରୋଧ, ମାଫିଆଙ୍କ ଛତ୍ରଭଙ୍ଗ

ଯାଜପୁର: ଦିନରାତି ପାହାଡ଼ରେ ଚାଲିଛି ୱାଗନ ବ୍ଲାଷ୍ଟିଂ । ବେଆଇନ ଭାବେ ବ୍ଲାଷ୍ଟିଂ ଦ୍ୱାରା ସମଗ୍ର ଅଞ୍ଚଳରେ ମୃଦୁ ଭୂମିକମ୍ପ ସୃଷ୍ଟି । ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ ଟ୍ରିପ୍ କଳାପଥର ଚୋରା ଚାଲାଣ କରାଯାଉଛି । ଯାହାଫଳରେ…