ସୈତାନ ସାଜିଲା ସାନ ଭଉଣୀ: ଫିଲ୍ମ ଷ୍ଟାଇଲରେ ବଡ଼ ଭଉଣୀ ସହ ପ୍ରେମିକକୁ କଲା ହତ୍ୟା
ରାଉରକେଲା: ତାରିଖ ହେଉଛି ଫେବୃଆରୀ ମାସ ୧୨ ତାରିଖ । ସମୟ ପ୍ରାୟ ଦୁଇଟା ରୁ ତିନିଟା ହେବ । ସ୍ଥାନ ଚାନ୍ଦିପୋଷ ଥାନା କୁମାକେଲା ଓଭରବ୍ରିଜ୍ । ବ୍ରିଜ୍ ନିକଟରେ ଲୋକେ ଯିବା ଆସିବା କରିବା ବେଳେ ଦେଖିବାକୁ ମିଳିଥିଲା ଜଣେ…
