୧୦ ବର୍ଷ ପରେ ବଦଳିଲା ଭାଗ୍ୟ: ଦିନେ ମାର୍ଶାଲ ଲଗାଇ ବାହାର କରିଦେଇଥିଲେ, ଏବେ ତାଙ୍କ ଇସାରାରେ ଚାଲିବ ବିଧାନସଭା

ନୂଆଦିଲ୍ଲୀ,୨୦।୨: ଦଶ ବର୍ଷ ପୂର୍ବେ ଭାଜପାର ବିଜେନ୍ଦର ଗୁପ୍ତାଙ୍କୁ ଦିଲ୍ଲୀ ବିଧାନସଭାରୁ ବାହାର କରିଦିଆଯାଇଥିଲା (ବାସ୍ତବରେ ଫିଙ୍ଗି ଦିଆଯାଇଥିଲା)। ଦଳର ଜଣେ ସହଯୋଗୀ ଓପି ଶର୍ମାଙ୍କ ଦ୍ୱାରା ତତ୍କାଳୀନ ଆପ ବିଧାୟକ ଅଳକା ଲାମ୍ବାଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗରେ ତାଙ୍କୁ ଅନେକ…

ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ରେଖା ଗୁପ୍ତା ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ। ଏହା ସହିତ, ଦିଲ୍ଲୀର ନୂତନ…

ହିମାଳୟ ଯିବାକୁ ଯୋଜନା କରୁଛ କି? ପବନ କଲ୍ୟାଣଙ୍କୁ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। ଏହି ସମୟରେ ସେ ବେଶ ଖୁସି ଥିବା ସହ ଉପସ୍ଥିତ ସମସ୍ତ ଏନଡିଏ ଦଳର ନେତାଙ୍କୁ ସ୍ୱାଗତ କରିଥିଲେ। ମହାରାଷ୍ଟ୍ରର…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବୋମାରେ ଉଡ଼ାଇ ଦେବାର ଧମକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୁରୁବାର ଇମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି। ଇମେଲ୍ ପଠାଇଥିବା ବ୍ୟକ୍ତି ଶିବସେନା ନେତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହି ଧମକପୂର୍ଣ୍ଣ ମେସେଜଗୁଡ଼ିକ ଗୋରେଗାଓଁ ଏବଂ ଜେଜେ ମାର୍ଗ ପୁଲିସ…

ମାୟାବତୀ ଆମକୁ ସାଥ ଦେଇଥିଲେ ବିଜେପି ଜିତିପାରିନଥାନ୍ତା: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଦୁଇ ଦିନିଆ ଗସ୍ତରେ ରାୟବରେଲିରେ ପହଞ୍ଚିଥିଲେ। ସେ ଦଳିତ ଛାତ୍ରମାନଙ୍କ ସହିତ ଆଲୋଚନା କରିବା ସମୟରେ, ସେ ମାୟାବତୀଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ,…

ମହାକୁମ୍ଭରେ ଅଯୋଧ୍ୟା ମନ୍ଦିରକୁ ଏତେ ପରିମାଣରେ ଦାନ ଯେ ତାହାକୁ ଗଣା ଯାଇ ପାରୁନାହିଁ

ଅଯୋଧ୍ୟା: ମହାକୁମ୍ଭ ଯୋଗୁଁ ପ୍ରୟାଗରାଜରୁ ଆରମ୍ଭ କରି ବାରାଣସୀ, ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି। ପ୍ରତିଦିନ ଭକ୍ତ ରାମ ମନ୍ଦିର ପାଇଁ…

ଭୁବନେଶ୍ୱର ବିମାନବନ୍ଦରକୁ ଖୁବ୍‌ଶୀଘ୍ର ମିଳିବ ନୂତନ ଟର୍ମିନାଲ, ରହିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର, ୨୦।୨: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବ୍‌ଶୀଘ୍ର ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପରେ ତୃତୀୟ ଟର୍ମିନାଲ ଆରମ୍ଭ କରିବାର ଯୋଜନା ରହିଛି। ଏହି ବିକାଶ ବିମାନବନ୍ଦରର କ୍ଷମତା ଏବଂ ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି…

KIIT କାଣ୍ଡ ପ୍ରତିବାଦରେ ପୋଲିସ-ବଜରଙ୍ଗ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର,୨୦।୨: KIIT କ୍ୟାମ୍ପସ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିିବାଦରେ KIIT ଗେଟ୍‌ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ବଜରଙ୍ଗ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କର୍ମୀମାନେ ‘ଛାତ୍ରୀଛାତ୍ରଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ’ ଲେଖାଥିବା ପ୍ଲାକାର୍ଡ ଦେଖାଇ ବିକ୍ଷୋଭ ପ୍ରଦର୍ଶନ…

କିଟ୍‌ କାଣ୍ଡ: ଅଚ୍ୟୁତ ସାମନ୍ତଙ୍କୁ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୨ : କିଟ୍‌ ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା…

ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀ ପାଳନ ପାଇଁ ବିଧାୟକମାନଙ୍କ ଦାବି

ଭୁବନେଶ୍ବର: ସାନ୍ତାଳୀ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ବିଜେପି ବିଧାୟକ ଭାଦବ ହାଂସଦା ଏବଂ ଜାଲେନ୍ ନାଏକ ଓଡ଼ିଶା ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀର ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।…