ବିରଳରୁ ବିରଳ: ୭ ମାସର ଶିଶୁକୁ ବଳାତ୍କାର, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

କୋଲକାତା,୧୯।୨: ଏକ ଐତିହାସିକ ନିଷ୍ପତ୍ତିରେ, କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ସାତ ମାସର ଶିଶୁକନ୍ୟାକୁ ନିର୍ମମ ଭାବରେ ବଳାତ୍କାର କରିବା ଅଭିଯୋଗରେ ରାଜୀବ ଘୋଷକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ଅପରାଧକୁ “ବିରଳରୁ ବିରଳ” ଘୋଷଣା କରି, କୋର୍ଟ ପୀଡିତାଙ୍କ ପରିବାରକୁ ୧୦…

ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏଥିସହିତ ଦଳ ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ…

ମହାକୁମ୍ଭକୁ ନେଇ ଗୁଜବ, ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ

ଲକ୍ଷ୍ନୌ: ମହାକୁମ୍ଭ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ । ବଜେଟ ଅଧିବେଶନରେ ଯୋଗ ଦେଇ ଯୋଗୀ ମହାକୁମ୍ଭକୁ ନେଇ ଅପପ୍ରଚାର କରୁଥିବା ବିରୋଧୀ ଗୋଷ୍ଠୀଙ୍କ ଉପରେ ସିଧା ସଳଖ ନିଶାନା କରିଛନ୍ତି । ସପା ସହ ମମତା ବାନାର୍ଜୀ, ଲାଲୁ…

ଟ୍ରମ୍ପଙ୍କ ଧମକ : ଭାରତୀୟ ସେୟାର ବଜାର ଦୋହଲିଲା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବୋମା ଏବେ ଭାରତୀୟ ସେୟାର ବଜାରକୁ ବି ଦୋହଲାଇ ଦେଇଛି । ପୁଣିଥରେ ଟ୍ରମ୍ପ ତିନୋଟି ବଡ ସେକ୍ଟରକୁ ଧମକ ଦେଇଛନ୍ତି । ଅଟୋମୋବାଇଲ, ସେମିକଣ୍ଡକ୍ଟର ଓ ଫାର୍ମ ସେକ୍ଟର ଉପରେ ୨୫…

ମୁଦା ଦୁର୍ନୀତି: ସିଦ୍ଦରମୈୟାଙ୍କ ବିରୋଧରେ ପ୍ରମାଣ ପାଇଲେନି ଲୋକାୟୁକ୍ତ

ବେଙ୍ଗାଲୁରୁ : କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ (ମୁଦା) ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ପ୍ରମାଣ ନାହିଁ ବୋଲି କହିଛନ୍ତି ଲୋକାୟୁକ୍ତ। ଏହା ସହିତ ଲୋକାୟୁକ୍ତ କହିଛନ୍ତି ଯେ ସିଦ୍ଦରମୈୟାଙ୍କ…

ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ…

ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଲେ ସେନାମୁଖ୍ୟ – ସେନାକୁ ରାଜନୀତିରେ ଟାଣିବା ଉଚିତ୍ ନୁହେଁ

ନୂଆଦିଲ୍ଲୀ,୧୯।୨: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତ-ଚୀନ ସୀମା ବିବାଦ ଏବଂ ଦେଶ ଭିତରେ ସେନାକୁ ନେଇ ଚାଲିଥିବା ରାଜନୀତି ଉପରେ ଏକ ବିବୃତ୍ତି ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବା ସମୟରେ ସେ କହିଥିଲେ…

ସୁରକ୍ଷା ଦିଗରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମକୁ ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୨: ସାଇବର ଠକେଇକୁ ରୋକିବା ପାଇଁ, କେନ୍ଦ୍ର ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ଏକ୍ସ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନୋଟିସ କରିଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ ସେମାନଙ୍କୁ ଏପରି ଆପ୍ଲିକେସନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର…

ମେସିନ ଦ୍ବାରା ସଫା ହେଉଛି ତ୍ରିବେଣୀ ସଙ୍ଗମ ଜଳ

ପ୍ରୟାଗରାଜ: ମହାକୁମ୍ଭକୁ ପ୍ରତିଦିନ କୋଟି କୋଟି ଭକ୍ତ ବୁଡ଼ ପକାଇବାକୁ ପହଞ୍ଚୁଛନ୍ତି। ଏଥିପାଇଁ ତ୍ରିବେଣୀ ସଙ୍ଗମରେ ପୂଜା ପାଇଁ ବ୍ୟବହୃତ ନଡ଼ିଆ, ଫୁଲ ଇତ୍ୟାଦି ପୂଜା ସାମଗ୍ରୀ ପଡ଼ି ରହୁଛି। ପ୍ରତିଦିନ ଆସୁଥିବ ଭକ୍ତଙ୍କୁ ନିର୍ମାଳ ପାଣି ଦେବା ପାଇଁ ୟୁପି…

ଜେଲ ପରିସର‌ରେ କଏଦୀମାନଙ୍କ ସଙ୍ଗମ ବୁଡ଼ !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଇଛି। ଏହା ଜାନୁଆରି ୧୩ରୁ ଫେବୃଆରି ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସଂଗମରେ ଏପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ବିଶ୍ୱାସ ଏକ ବ୍ୟକ୍ତିଗତ ବିଷୟ । ତେଣୁ…