ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

ଭୁବନେଶ୍ବର: କମିଶନରେଟ ପୋଲିସକୁ ଆଉ ଏକ ସଫଳତା। ରାଜଧାନୀରେ ପୋଲିସର ଏନକାଉଣ୍ଟର। ଏହା ସହିତ ଏକ ଆପାର୍ଟମେଣ୍ଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ରାଜ୍ୟ ବାହାରର ଲୁଟେରାକୁ ଏନକାଉଣ୍ଟର…

ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ ଘଟିଛି। ଏମ୍‌ସରେ…

୧୩ଜିଲ୍ଲାରେ ସଭାପତି ଘୋଷଣା କଲା ବିଜେପି

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ରବିବାର ଘୋଷଣା କରିଛି। ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର…

ସ୍କୁଟି ଚାଳକଙ୍କୁ ଘୋଷାଡ଼ି ନେଲା ‘ମୋ ବସ୍’

ଭୁବନେଶ୍ୱର,୧୬।୨: ରାଜଧାନୀ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ମୋ ବସ୍ ସ୍କୁଟି ଉପରେ ମାଡିଯିବା ଦୁର୍ଘଟଣାର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଭିଡିଓ ଫୁଟେଜ୍ ମୋ ବସ୍ ଦ୍ରୁତ ଗତିରେ ଆସି…

ଓଡ଼ିଶାରେ IPL ଟ୍ରଫି: ଶ୍ରୀମନ୍ଦିରରେ ହେଲା ପୂଜା

ପୁରୀ,୧୬।୨: ଶ୍ରୀକ୍ଷେତ୍ର ପୁରୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରବିବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) କ୍ରିକେଟ୍ ମ୍ୟାଚ୍ ର ଟ୍ରଫି ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିଥିଲେ। ଟ୍ରଫି ଦେଖିବା ପାଇଁ…

ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ : ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣରେ ରବିବାର ଚଳିତବର୍ଷର ପ୍ରଥମ ଥର ପାଇଁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋର୍‌ ୪ଟାରେ ହଜାର ହଜାର କଇଁଛ ଋଷିକୁଲ୍ୟା ନଦୀ ମୁହାଣରେ ଏକାଠି ହୋଇ ଅଣ୍ଡାଦାନ କରିଥିଲେ।…

ଓଡ଼ିଆ ସାମ୍ବାଦିକଙ୍କ ବୁମ୍‌, ମୋବାଇଲ୍‌ ଛଡ଼ାଇ ନେଲା ଛତିଶଗଡ଼ ପୁଲିସ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ପୂର୍ଣଚନ୍ଦ୍ର ଟାକ୍ରୀଙ୍କୁ ଛତିଶଗଡ଼ ରାଜ୍ୟ ଆମଲିପଦର ପୁଲିସ ମାଡ଼ ମାରିବା ସହ ଗୁଳିର ଧମକ ଦେଇ ତାଙ୍କ ଠାରୁ ବୁମ୍‌ ଏବଂ ଦୁଇଟି ମୋବାଇଲ ଫୋନ୍‌ ଛଡ଼ାଇ ନେବା…

ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରୟାଗରାଜ, ୧୬।୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅଂଶଗ୍ରହଣ କରି କରିଛନ୍ତି। ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ଧର୍ମେନ୍ଦ୍ର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ, ଯାହା ତିନୋଟି ପବିତ୍ର ନଦୀ,…

ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ​​କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି। ତଥାପି, ଆତଙ୍କବାଦୀ…

୧୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଘୋଷଣା କରାଯାଇଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ୧୮ ଫେବ୍ରୁଆରି ମଧ୍ୟାହ୍ନ ୧୨ଟାରେ ରାଜଧାନୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସୋମବାର ବିଜେପି ବିଧାୟକ ଦଳର ବୈଠକ…